POLITICS ODISHA ସିଏଜି ରିପୋର୍ଟକୁ ନେଇ ବିଜେଡିକୁ ବିଜେପିର ନିଶାନା; MMDR ଉପରେ ଖୋଲା ବିତର୍କ ପାଇଁ ଆହ୍ୱାନ September 30, 2026 Newscraft ଭୁବନେଶ୍ୱର, ୩୦ ସେପ୍ଟେମ୍ବର: ଓଡ଼ିଶାରେ ଡିଷ୍ଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ୍ ବା ଡିଏମ୍ଏଫ୍ ଅର୍ଥ ବ୍ୟବହାର ସମ୍ପର୍କିତ ସିଏଜି ରିପୋର୍ଟକୁ ଆଧାର କରି ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ କରିଛି ବିଜେପି। ଦଳର ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ସିଏଜି…