POLITICS ODISHA ତେଲକୋଇ ବିଧାୟକଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ September 11, 2026 Newscraft ଧମକ ଓ ଆକ୍ରମଣର ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ଜରୁରୀ ଚିଠି ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ତେଲକୋଇ ବିଧାନସଭା ଅଞ୍ଚଳରେ ଆଇନଶୃଙ୍ଖଳାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ। ତାଙ୍କୁ ଧମକ ଦିଆଯିବା ସହ ଦଳୀୟ କର୍ମୀଙ୍କ…
ODISHA ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ September 8, 2026 Newscraft ୟୁଏଇରେ ଆରମ୍ଭ ହେଲା ଓଡ଼ିଶାର ନିବେଶ ଅଭିଯାନ, ୯ରୁ ହେବ ଉଚ୍ଚସ୍ତରୀୟ ଆଲୋଚନା ଆବୁଧାବି/ଭୁବନେଶ୍ୱର, ୮ ସେପ୍ଟେମ୍ବର ୨୦୨୬:ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ବଢ଼ାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇ ଗସ୍ତରେ ଆବୁଧାବିରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହ…
ODISHA ପାର୍ବଣ ଋତୁ ପୂର୍ବରୁ ପୋଲିସର ଆଗୁଆ ପ୍ରସ୍ତୁତି September 8, 2026 Newscraft କେନ୍ଦ୍ରାଞ୍ଚଳ ରେଞ୍ଜର ଆଇନ-ଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଡିଜିପି କଟକ, ୮/୯: ଆଗାମୀ ପାର୍ବଣ ଋତୁକୁ ଶାନ୍ତି ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବା ଲାଗି ଓଡ଼ିଶା ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାଞ୍ଚଳ ରେଞ୍ଜ…
ODISHA ପୁଞ୍ଜିନିବେଶ ଆକର୍ଷଣ ଲକ୍ଷ୍ୟରେ UAE ଯିବେ ମୁଖ୍ୟମନ୍ତ୍ରୀ September 8, 2026 Newscraft ଭୁବନେଶ୍ୱର, ୭ ସେପ୍ଟେମ୍ବର ୨୦୨୬:ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ଶିଳ୍ପାୟନକୁ ନୂଆ ଗତି ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ ପାଞ୍ଚ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯିବେ। ଗସ୍ତ ସମୟରେ ସେ UAEର ପ୍ରମୁଖ…
ODISHA ଆଶ୍ଚର୍ଯ୍ୟ କରୁଛି ବର୍ଷାର ଟ୍ରେଣ୍ଡ, ୩ ମାସରେ ୪ ମାସର ବର୍ଷା! September 2, 2026 Newscraft ଭୁବନେଶ୍ୱର: ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ବର୍ଷାର ଚିତ୍ର ଏବେ ଭିନ୍ନ ରୂପ ନେଇଛି। ମାତ୍ର ୩ ମାସ ମଧ୍ୟରେ ରାଜ୍ୟରେ ପ୍ରାୟ ୪ ମାସର ପରିମାଣର ବର୍ଷା ହୋଇସାରିଛି। ଜୁନ୍ ମାସରେ ସ୍ୱାଭାବିକ ତୁଳନାରେ ୪୭ ପ୍ରତିଶତ କମ୍ ବର୍ଷା…
SPORTS ODISHA ବାରବାଟୀରେ ଜମିବ T20 ଲଢ଼େଇ, ସେପ୍ଟେମ୍ବର ୨୦ରୁ ଆରମ୍ଭ ‘CM Trophy 2026’ August 31, 2026 Newscraft ୬ ଟିମ୍ର ଟକ୍କର, ଖେଳାଯିବ ୧୭ ମ୍ୟାଚ୍; ଯୁବ କ୍ରିକେଟର୍ଙ୍କ ପାଇଁ ବଡ଼ ସୁଯୋଗ କଟକ: ଓଡ଼ିଶାର କ୍ରିକେଟ୍ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ପୁଣିଥରେ ରାଜ୍ୟରେ ଆରମ୍ଭ ହେବ ରୋମାଞ୍ଚକର T20 କ୍ରିକେଟ୍ ଲଢ଼େଇ। ‘Odisha T20 League CM…
SPORTS ODISHA ଭୁବନେଶ୍ୱରରେ ଜମିବ ବିଶ୍ୱସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତା August 18, 2026 Newscraft ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୬: ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଆସନ୍ତା ୨୨ ଅଗଷ୍ଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁରର ସିଲଭର୍ ମିଟ୍ ଆୟୋଜିତ ହେବ। ରାଜ୍ୟ…
ODISHA ଦକ୍ଷତା ବିକାଶରୁ ସଫଳତାର ଶିଖର: ରାଷ୍ଟ୍ରପତି ଭବନରେ ଭେଷମତୀ ନାଏକ August 17, 2026 Newscraft ଦକ୍ଷତା ବିକାଶକୁ ନିଜ ଜୀବନର ନୂଆ ଦିଗ ଭାବେ ବାଛି ଆଜି ସଫଳତାର ଶିଖର ଛୁଇଁଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ତିଲେଇମାଲ ଗ୍ରାମର ଭେଷମତୀ ନାଏକ। ଗ୍ରାମୀଣ ପରିବେଶରୁ ଆସି ନିଜ ଦକ୍ଷତା, ନିଷ୍ଠା ଓ କଠିନ ପରିଶ୍ରମ ବଳରେ…
ODISHA ବନ୍ୟା ପୀଡ଼ିତଙ୍କ ପାଇଁ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍; ରିଲିଫ୍ ଓ ପୁନର୍ବାସକୁ ଗୁରୁତ୍ୱ August 3, 2026 Newscraft ଭୁବନେଶ୍ୱର, ୩ ଅଗଷ୍ଟ: ଚଳିତ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ପରିସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ODISHA ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ; ଉଚ୍ଚଶିକ୍ଷା ଓ କୌଶଳ ବିକାଶକୁ ମିଳିବ ନୂଆ ଦିଗ August 3, 2026 Newscraft କଟକ, ୩ ଅଗଷ୍ଟ: ବାଆଁରାସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍ଘାଟନ ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଶ୍ୱବିଦ୍ୟାଳୟ କେବଳ ଏକ ନୂତନ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଓଡ଼ିଶାରେ ଉଚ୍ଚଶିକ୍ଷା, ଗବେଷଣା, କୌଶଳ ବିକାଶ ଓ ନୈତିକ…