Category: POLITICS

ତେଲକୋଇ ବିଧାୟକଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଧମକ ଓ ଆକ୍ରମଣର ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ଜରୁରୀ ଚିଠି ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ତେଲକୋଇ ବିଧାନସଭା ଅଞ୍ଚଳରେ ଆଇନଶୃଙ୍ଖଳାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ। ତାଙ୍କୁ ଧମକ ଦିଆଯିବା ସହ ଦଳୀୟ କର୍ମୀଙ୍କ…

ଆସନ୍ତା ୩ ବର୍ଷରେ ଗାଁରେ ପହଞ୍ଚିବ ଅପ୍ଟିକାଲ୍ ଫାଇବର ଇଣ୍ଟରନେଟ୍, ୫୦ ହଜାରରୁ ଅଧିକ ଗାଁକୁ ମିଳିବ ହାଇସ୍ପିଡ୍ ସଂଯୋଗ

ଭୁବନେଶ୍ୱର, ୨୯ ଜୁଲାଇ: ଓଡ଼ିଶାର ଗ୍ରାମାଞ୍ଚଳରେ ଡିଜିଟାଲ୍ ସଂଯୋଗ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଥିବାବେଳେ, ଏହା ମାଧ୍ୟମରେ…

ରାହୁଳ ଗାନ୍ଧୀଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ପ୍ରସଙ୍ଗ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ୱର, ୨୯ ଜୁଲାଇ: ସୋସିଆଲ ମିଡିଆରେ ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ବିରୋଧରେ କଥିତ ଅପମାନଜନକ ମନ୍ତବ୍ୟ ଓ ହତ୍ୟା ଧମକ ସମ୍ପର୍କିତ ପୋଷ୍ଟକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଗଭୀର ଉଦ୍ବେଗ ପ୍ରକାଶ କରିଛି।…

ବନ୍ୟା ପରିଚାଳନାରେ ସରକାର ବିଫଳ ବୋଲି ବିଜେଡିର ଅଭିଯୋଗ

ଭୁବନେଶ୍ୱର, ୨୯ ଜୁଲାଇ: ରାଜ୍ୟରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଦଳର ଅଭିଯୋଗ ଅନୁଯାୟୀ, ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ସତର୍କ ସୂଚନା…

ଛାତ୍ରଛାତ୍ରୀଙ୍କ ନାଁରେ ଦେଶରେ ଏକ ଖରାପ ପରମ୍ପରା ସୃଷ୍ଟି କରାଯାଉଛି। ଏହା ପ୍ରକୃତ ଛାତ୍ର ଆନ୍ଦୋଳନ ନୁହେଁ; ବରଂ ରାଜନୈତିକ ଉଦ୍ଦେଶ୍ୟରେ ଦେଶରେ ଅରାଜକତା ସୃଷ୍ଟି କରିବାର ଏକ ପ୍ରୟାସ।

ଛାତ୍ରଛାତ୍ରୀମାନଙ୍କୁ ମୋର ଅନୁରୋଧ, ସେମାନେ କୌଣସି ବିଭ୍ରାନ୍ତିରେ ନପଡ଼ି ନିଜ କ୍ୟାରିୟର ଓ ଭବିଷ୍ୟତ ଉପରେ ଗୁରୁତ୍ୱ ଦିଅନ୍ତୁ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ୫୦ ହଜାର ଯୁବକ-ଯୁବତୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଜାରି…

ଦେଶର ଋଣ ବୋଝ 200 ଲକ୍ଷ କୋଟିରୁ ଅଧିକ

ଭୁବନେଶ୍ୱର, ୨୧ ଜୁଲାଇ: ରାଜ୍ୟରେ ଜିଏସଟି (GST) ଆଦାୟ କ୍ଷେତ୍ରରେ ଐତିହାସିକ ସଫଳତା ମିଳିଛି। ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ GST ସଂଗଠନ ୨୦୨୫-୨୬ ଆର୍ଥିକ ବର୍ଷରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ GST ଆଦାୟ କରି…

ଡାକ୍ତର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ତୁରନ୍ତ ସମାଧାନ ପାଇଁ ବିଜେଡିର ଦାବି

ଭୁବନେଶ୍ୱର, ଜୁଲାଇ ୩:ରାଜ୍ୟରେ ସରକାରୀ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଥିବାରୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରଭାବିତ ହୋଇଥିବା ନେଇ ବିଜୁ ଜନତା ଦଳ (ବିଜେଡି) ଉଦ୍ବେଗ ପ୍ରକାଶ କରିଛି। ଦଳର କହିବା ଅନୁସାରେ, ଓପିଡି, ଆଇପିଡି, ଜରୁରୀ ଚିକିତ୍ସା ଓ ଶବ ବ୍ୟବଚ୍ଛେଦ…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ସୂଚନା ମିଳିଛି। ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଓ ଚର୍ଚ୍ଚାର ଅବସାନ ଘଟାଇ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ…

ସୁଜାତା କାର୍ତ୍ତିକେୟନଙ୍କ ସମ୍ଭାବ୍ୟ ରାଜନୈତିକ ପ୍ରବେଶ: ବିଜେଡି ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ?

ଓଡ଼ିଶା ରାଜନୀତିରେ ଏବେ ଏକ ନୂଆ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ। ସେ ବିଜୁ ଜନତା ଦଳରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିବାବେଳେ, ଏହାର ରାଜନୈତିକ ପ୍ରଭାବକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା…

ଟିଟିଲାଗଡରେ ଆଇନ-ଶୃଙ୍ଖଳା ନେଇ ବିଜେଡିର ଚିନ୍ତା, ବିଜେପି ବିଧାୟକଙ୍କ ଭୂମିକା ଉପରେ ପ୍ରଶ୍ନ

ଭୁବନେଶ୍ୱର : ଟିଟିଲାଗଡ ଅଞ୍ଚଳରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପ ଓ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ (ବିଜେଡି) ଗୁରୁତର ଉଦ୍ବେଗ ପ୍ରକାଶ କରିଛି। ଦଳର ଅଭିଯୋଗ ଅନୁଯାୟୀ, ଏକ ହତ୍ୟା ମାମଲାରେ ଦଣ୍ଡିତ ହୋଇ ପରେ ଜାମିନରେ ମୁକ୍ତ…