NATIONAL CRIME ଗିରଫ ହେଲେ ଚନ୍ଦ୍ରନାଥଙ୍କ ହତ୍ୟାକାରୀ May 11, 2026 Newscraft ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ (PA) ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ହତ୍ୟାକାରୀଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ପୋଲିସର ଏସଆଇଟି (SIT) ଏବଂ ଏସଟିଏଫ (STF)…
CRIME STATE ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ May 10, 2026 Newscraft ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟଏଥିସହ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପାଇଁ ବଢ଼ିଲା ଆଶା ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନଏଫପିଏ) ଦ୍ୱାରା ମିଳିତ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ ଯୋଗ ଦେଇ…
POLITICS CRIME ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭକ୍ତ May 10, 2026 Newscraft ଯାହା ହେଉ ମୁଖ୍ୟମନ୍ତ୍ରୀ ବାଲିଅନ୍ତା ଘଟଣାର ସମୀକ୍ଷା କଲେ। ଆଜି ପର୍ଯ୍ୟନ୍ତ ଏତେ କଥା ହେଲାଣି ହେଲେ କୋଉ ଘଟଣାରେ ନ୍ୟାୟ ମିଳିପାରି ନାହିଁ। ବଳଙ୍ଗା ଘଟଣାରେ ସେ ଝିଅକୁ ଦୋଷ ଦେଇ ଦିଆ ଗଲ। ସରକାରର କଣ୍ଟ୍ରୋଲ ବାହାରେ କାହିଁକି…
CRIME STATE ମେ ପାଲଟିଲା ମରଣ ମାସ May 10, 2026 Newscraft ୨ ତାରିଖରେ କଣାସ୫ ତାରିଖରେ ହିଂଜିଳି୭ ତାରିଖରେ ବାଲିଅନ୍ତା ଓ ୮ ତାରିଖରେ ବାଲିପାଟଣାସପ୍ତାହକ ଭିତରେ ଘଟିଲାଣି ବଡ଼ ବଡ଼ କାଣ୍ଡ କାରନାମା । ସରକାରଙ୍କୁ ଜାତୀୟ ସ୍ତରରେ ନିନ୍ଦା ଦେବା ଭଳି ଏମିତି ଘଟଣା ଘଟିଛି ଯାହାକୁ ନେଇ ଆଇନ…
CRIME STATE ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ May 9, 2026 Newscraft ବାଲିଅନ୍ତା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ l କଲିକତାରୁ ଫେରିଲା ପରେ ଉଚ୍ଚସ୍ତରୀୟ ବୈଠକ ଡ଼ାକି ବର୍ଷିଲେ ମୁଖ୍ୟମନ୍ତ୍ରୀ l ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା…
STATE CRIME ବ୍ଲାକମେଲ କରୁଥିଲେ IPS, ଏପ୍ରିଲରୁ ବନ୍ଦ ଥିଲା ଦରମା May 8, 2026 Newscraft ସୌମ୍ୟରଞ୍ଜନ ହତ୍ୟାରେ ନୂଆ ଟ୍ଵିଷ୍ଟ ଆଇପିଏସ୍ ଙ୍କ ଘରେ ମାଗଣାରେ ଖଟୁଥିଲେ ସୌମ୍ୟଗଲା ଏପ୍ରିଲରେ ଆଇପିଏସ୍ ଙ୍କ ସହ ହୋଇଥିଲା ବଚସାଏପ୍ରିଲ ମାସରୁ ଦରମା ବନ୍ଦ ଥିଲା ବାଲିଅନ୍ତାରେ ଘଟିଥିବା ହତ୍ୟାକାଣ୍ଡରେ ଆସିଛି ନୂଆ ଟ୍ଵିଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ…
CRIME ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କ ହତ୍ୟା ଘଟଣା ଡି.ଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ May 7, 2026 Newscraft ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କ ହତ୍ୟା ଘଟଣା । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଡି.ଜିଙ୍କ ସହ କଥା ହେବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସର୍ବସମ୍ମୁଖରେ ଘଟିଥିବା ଭିଡ଼ ହତ୍ୟା ଘଟଣାର ପୁନରାବୃତ୍ତି…
CRIME ବାଡେଇ ବାଡେଇ ଯୁବକଙ୍କୁ ମାରିଦେଲେ ଲୋକ May 7, 2026 Newscraft ରାଜଧାନୀରେ ବର୍ବର କାଣ୍ଡବାଡେଇ ବାଡେଇ ଯୁବକଙ୍କୁ ମାରିଦେଲେ ଲୋକପୁଲିସର ଉପସ୍ଥିତିରେ ଘଟିଲା ଏଭଳି ନାରକୀୟ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଂଚଳରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯାଇଛି । ଯାହା କମିସନେରେଟ ପୁଲିସର…
NATIONAL CRIME ଅଶାନ୍ତ ହେଲା ପଶ୍ଚିମବଙ୍ଗ, CID ଡିଜି କରୁଛନ୍ତି ତଦନ୍ତ May 7, 2026 Newscraft ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟାପଏଣ୍ଟ ବ୍ଲାଙ୍କରୁ ବାଜିଲା ଗୁଳିଅଚାନକ ଆସି ଗୁଳି ଚଳାଇଲେ ଦୁର୍ବୃତ୍ତଘଟଣାସ୍ଥଳରେ ହିଁ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ତଥା ତାଙ୍କ ଘନିଷ୍ଠ ଚନ୍ଦ୍ରନାଥଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଗତ ସୋମବାର ପଶ୍ଚିମବଙ୍ଗ ନିର୍ବାଚନ…
CRIME NATIONAL ଫେଲ୍ ମାରିଲା କି ଶାହାଙ୍କ ନକ୍ସଲ ଷ୍ଟ୍ରାଟେଜି ? April 17, 2026 Newscraft ୪ ନକ୍ସଲଙ୍କୁ ଏନକାଉଣ୍ଟର ପରେ ସାମ୍ନାକୁ ଆସିଲା ସତ । ଏବେ ବି ନକ୍ସଲ ମୁକ୍ତ ହୋଇନି ଭାରତ । ଫେଲ୍ ମାରିଲା କି ଶାହାଙ୍କ ନକ୍ସଲ ଷ୍ଟ୍ରାଟେଜି ? ନିପାତ ହେଲେ ହାର୍ଡକୋର ମାଓବାଦୀ । ଯାହା ଏବେ ବି…