POLITICS ODISHA ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିଜେଡିର ଆନ୍ଦୋଳନ September 22, 2026 Newscraft ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଲୋୟର ପିଏମଜିରେ ଯୁବ ଓ ଛାତ୍ରଙ୍କ ଧାରଣା ଭୁବନେଶ୍ୱର, ୨୨/୦୯/୨୦୨୬:ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ତ୍ରୁଟି ଅଭିଯୋଗକୁ କେନ୍ଦ୍ର କରି ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ଏହି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ…