ODISHA ମଧ୍ୟପ୍ରାଚ୍ୟ ଅଶାନ୍ତିର ପ୍ରଭାବ: ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ୨୩.୪୦ କୋଟି ଟଙ୍କାର ହ୍ରାସ September 24, 2026 Newscraft ବିଧାନସଭାରେ ସରକାରଙ୍କ ତଥ୍ୟ; ମଧ୍ୟପ୍ରାଚ୍ୟ ବଜାରରେ ରପ୍ତାନି ୧୪.୫୭% କମିଛି ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଓ ଅସ୍ଥିର ପରିସ୍ଥିତିର ପ୍ରଭାବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ପଡ଼ିଛି। ଏହାର ପ୍ରଭାବରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଓଡ଼ିଶାରୁ ମାଛ, ଚିଙ୍ଗୁଡ଼ି ଓ…