Tag: OCA

ଯୁବ କ୍ରିକେଟରଙ୍କୁ ବଡ଼ ମଞ୍ଚ ଦେବ ଓଡ଼ିଶା T20 ଲିଗ୍‌: OCA ସଭାପତି

କଟକ, ସେପ୍ଟେମ୍ବର ୧୫: ବାରବାଟୀରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା T20 ଲିଗ୍‌–CM ଟ୍ରଫି। ଟୁର୍ଣ୍ଣାମେଣ୍ଟକୁ ନେଇ ରାଜ୍ୟର କ୍ରିକେଟ୍‌ ମହଲରେ ଏବେଠାରୁ ଉତ୍ସାହ ଦେଖାଦେଇଛି। ସେପ୍ଟେମ୍ବର ୨୦ରୁ ୨୯ ଯାଏ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଏହି ପ୍ରତିଯୋଗିତା ଖେଳାଯିବ। ଲିଗ୍‌ରେ…