ODISHA ଭୁବନେଶ୍ୱର ଘଟଣାକୁ ନେଇ ଏବିଭିପିର ଅଭିଯୋଗ, ଗିରଫ ଦାବି September 22, 2026 Newscraft ୟାସିର ନୱାଜ ଓ ସହଯୋଗୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଭୁବନେଶ୍ୱର, ୨୨/୦୯/୨୦୨୬:ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ହିଂସାତ୍ମକ ଘଟଣାକୁ ନେଇ ଏବିଭିପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବିଭିପିର ରାଜ୍ୟ ସମ୍ପାଦକ ଦୀପ୍ତିମୟୀ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିବା…