Tag: LPG

ଭାରତୀୟ LPG ବୋଝେଇ ଜାହାଜକୁ ଛାଡ଼ିଲା ଇରାନ

ପଶ୍ଚିମ ଏସିଆ ଯୁଦ୍ଧ ଭିତରେ ବନ୍ଧୁ ଭାରତର ଆଉ ୨ଟି ଏଲପିଜି ବୋଝେଇ ଜାହାଜକୁ ଷ୍ଟ୍ରେଟ ଅଫ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦେଇଛି ଇରାନ। ଅନୁମତି ମିଳିବା ପରେ ୨ଟି ଭାରତୀୟ ଜାହାଜ ହର୍ମୁଜ ଅତିକ୍ରମ କରିଛନ୍ତି। ସୁରକ୍ଷିତ ଭାବେ…