Tag: MAMATA BANARJEE

ଅଶାନ୍ତ ହେଲା ପଶ୍ଚିମବଙ୍ଗ, CID ଡିଜି କରୁଛନ୍ତି ତଦନ୍ତ

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟାପଏଣ୍ଟ ବ୍ଲାଙ୍କରୁ ବାଜିଲା ଗୁଳିଅଚାନକ ଆସି ଗୁଳି ଚଳାଇଲେ ଦୁର୍ବୃତ୍ତଘଟଣାସ୍ଥଳରେ ହିଁ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ତଥା ତାଙ୍କ ଘନିଷ୍ଠ ଚନ୍ଦ୍ରନାଥଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଗତ ସୋମବାର ପଶ୍ଚିମବଙ୍ଗ ନିର୍ବାଚନ…

ବିଜେପି ଉପରେ ରାଗିଗଲେ ମମତା, ସନ୍ଧ୍ୟା ଯାଏଁ ଅପେକ୍ଷା କରିବାକୁ ଦେଲେ ଚେତାବନୀ

ଭୋଟ ଲୁଟ କରିଛି ବିଜେପି ସେଣ୍ଟ୍ରାଲ ଫୋର୍ସ ଲଗାଇ କରିଛି ଅତ୍ୟାଚାର ବେଙ୍ଗଲ ଜିତିବାକୁ ନେଇ ଏକ ଭିଡିଓ କରି ବିଜେପି ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ । ବିଜେପି ଭୋଟ ଲୁଟ କରିଥିବା ନେଇ କହିଛନ୍ତି ଦିଦି । ପଶ୍ଚିମବଙ୍ଗ…

ମମତାଙ୍କ ବିରୁଦ୍ଧରେ ଶାହା ଦେଲେ ଚାର୍ଜସିଟ

ମମତାଙ୍କୁ ରିପୋର୍ଟ ମାଗିଛନ୍ତି ଭାରତୀୟ ରାଜନୀତିର ଚାଣକ୍ୟ ଅମିତ ଶାହ । ଚାର୍ଜସିଟ୍ ବା ‘ଅଭିଯୋଗନାମା’ ଜରିଆରେ ୧୪ଟି ବିଭିନ୍ନ କ୍ଷେତ୍ରରେ TMC ସରକାରର ବିଫଳତାକୁ ପଦାରେ ପକାଇଛନ୍ତି । କହିଛନ୍ତି, ବେଙ୍ଗଲରେ ଅରାଜକତା ବୃଦ୍ଧି ପାଉଛି, ବିଭିନ୍ନ ଯୋଜନାରେ ଦୁର୍ନୀତି…