STATE ପର୍ଯ୍ୟଟନର ନୂଆ ପରିଚୟ: ଉନ୍ମୋଚିତ ହେଲା ନୂଆ ଟ୍ୟାଗଲାଇନ୍ April 22, 2026 Newscraft “Think India, Think Odisha” ଏବଂ “OMC ପୁରୀ କୋଷ୍ଟାଲ ମାରାଥନ” ଟ୍ୟାଗଲାଇନ୍ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଏକ ନୂତନ ବ୍ରାଣ୍ଡ୍ ପରିଚୟ…