POLITICS ODISHA ଡାକ୍ତର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ତୁରନ୍ତ ସମାଧାନ ପାଇଁ ବିଜେଡିର ଦାବି July 3, 2026 Newscraft ଭୁବନେଶ୍ୱର, ଜୁଲାଇ ୩:ରାଜ୍ୟରେ ସରକାରୀ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଥିବାରୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରଭାବିତ ହୋଇଥିବା ନେଇ ବିଜୁ ଜନତା ଦଳ (ବିଜେଡି) ଉଦ୍ବେଗ ପ୍ରକାଶ କରିଛି। ଦଳର କହିବା ଅନୁସାରେ, ଓପିଡି, ଆଇପିଡି, ଜରୁରୀ ଚିକିତ୍ସା ଓ ଶବ ବ୍ୟବଚ୍ଛେଦ…