Tag: School Reopen

ଓଡ଼ିଶାରେ ଜୁନ୍ ୧୮ରୁ ସ୍କୁଲ ଖୋଲିବ, ସୋନପୁରରେ ୨୧ ପର୍ଯ୍ୟନ୍ତ ବନ୍ଦ; ସମ୍ବଲପୁରରେ ସୀତଳ ଷଷ୍ଠୀ ପାଇଁ ୨୦ରେ ଛୁଟି

ଭୁବନେଶ୍ୱର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ତାପମାତ୍ରାରେ ହ୍ରାସ ଦେଖାଦେଇଛି। ଦୀର୍ଘଦିନର ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗରମରୁ ଲୋକମାନେ ଆଶ୍ୱସ୍ତ ହୋଇଥିବାବେଳେ ରାଜ୍ୟର ଅଧିକାଂଶ ସ୍କୁଲ ଜୁନ୍ ୧୮ ତାରିଖରୁ ପୁନର୍ବାର ଖୋଲିବାକୁ ଯାଉଛି। ଗ୍ରୀଷ୍ମ ଛୁଟି…