ଭୁବନେଶ୍ୱର ଉ୍ଜ଼ବେକିସ୍ତାନର ସମରକାନ୍ଦ ଠାରେ ଚଳିତ ମାସ 31 ରୁ ଏପ୍ରିଲ 7 ତାରିଖ ପ୍ରଯ୍ୟନ୍ତ ପଞ୍ଚମ ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ଓଡ଼ିଶାର ସ୍ୱସ୍ତିକ ମହାପ୍ରସାଦ ପତି ସ୍ଥାନ ପାଇଛନ୍ତି ସେହିପରି ଭାରତୀୟ ଦଳରେ ଓଡିଶାରୁ ଗୌରୀଶଙ୍କର ପ୍ରାଶିକ୍ଷକ ନିଯୁକ୍ତି ହୋଇଛନ୍ତି ଏହା ସହ ଓଡିଶା ହ୍ୟାଣ୍ଡବଲ ରେ ଆଉ ଏକ ଫର୍ଦ ଯୋଡିହୋଇଛିଏଠରେ ସୂଚନାଯୋଗ୍ୟ ଗତ ବର୍ଷ ସେପ୍ଟେମ୍ବର ରେ ପ୍ରଥମ ଏସିଆନ ଯୁବ ହ୍ୟାଣ୍ଡବଲ ଭାରତୀୟ ଦଳରେ ସ୍ଥାନ ପାଇ ଜୋର୍ଡନ ଗ୍ରସ୍ତ କରିଥିଲେ ସ୍ୱସ୍ତିକ ଓଡ଼ିଶର ପ୍ରଥମ ଅନ୍ତଜତୀୟ ଓ ଷ୍ଟାର ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମୀନଙ୍କ ଖେଳରେ ଅନୁପ୍ରାଣିତହୋଇ କୋଚ ଗୌରୀ ଶଙ୍କର ମିଶ୍ରଙ୍କ ପାଖରୁ ପ୍ରଶିକ୍ଷଣ ନେଉଛନ୍ତି ସ୍ୱସ୍ତିକ ଓ ଗୌରୀ ଶଙ୍କରଙ୍କ ଏହି ସଫଳତା ପାଇଁ ଓଡିଶା ହ୍ୟାଣ୍ଡବଲ ସଙ୍ଘ ସଭାପତି ବିପ୍ଳବ ଚୌଧୁରୀ ସମ୍ପାଦକ ଇଂ ମାନସ କୁମାର ସିଂ କୋଷଦକ୍ଷ ଶୀତେନ୍ଦ୍ରନାଥ ଦାସ ଓ ଭୁବନେଶ୍ୱର ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ କୋଚ ଗୌରୀ ଶଙ୍କର ଓ ସ୍ୱସ୍ତିକଙ୍କୁ ଶୁଭକାମନା ଓ ସୂବେସ୍ଛା ଜଣାଇଛନ୍ତି Post navigation ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଭାରତର ସର୍ବପ୍ରଥମ ଇନ୍ଡୋର ଦୌଡ଼କୁଦ ଚମ୍ପିଆନ୍ସିପ୍ କେନ୍ଦ୍ରୀୟ ଏସିଆନ୍ ହ୍ୟାଣ୍ଡବଲ୍ ଚାମ୍ପିୟନସିପ୍ ରେ ଭାରତୀୟ ପୁରୁଷ ହ୍ୟାଣ୍ଡବଲ୍ ଦଳର ବ୍ରୋଞ୍ଚ ପଦକ ଲାଭ