Swastik Wins Gold for India at IHF Trophy Handball TournamentSwastik Wins Gold for India at IHF Trophy Handball Tournament

ଭୁବନେଶ୍ୱର -10 ରୁ 14 ପ୍ରଯ୍ୟନ୍ତ ବାଂଲାଦେଶ ର ଢାକା ସହରରେ ଅନୁଷ୍ଠିତ ହୋଇଥିବା ଆଇ ଏଚ ଏଫ ଟ୍ରଫି ରେ ଭାରତ ତାର କ୍ରମାଗତ ବିଜୟ ପରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଓଡିଶା ର ଏକ ମାତ୍ର ଖେଳାଳି ସ୍ୱସ୍ତିକ ମହାପ୍ରସାଦ ପତି ଅତି ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ବିଜୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସ୍ୱସ୍ତିକ ଚଳିତ ବର୍ଷା ଏପ୍ରିଲ ମାସ ରେ ଉଜ଼ବେକିସ୍ତାନ ରେ ସେଣ୍ଟ୍ରାଲ ଏସିଆ ହ୍ୟାଣ୍ଡବଲଳ ରେ ଭାରତ ପାଇଁ କଂସ ପଦକ ହାସଲ କରି ଥିଲେ ସ୍ୱସ୍ତିକ ଆର୍ଯ୍ୟନ ବ୍ରାହ୍ମୀନ ଙ୍କ ପରେ ଅନ୍ତର୍ଜାତୀୟ ପଦକ ହାସଲ କରି ଓଡିଶା ଓ ଦେଶ ପାଇଁ ଗୌରବ ଆଣିଛନ୍ତି ସ୍ୱସ୍ତିକ ବର୍ତମାନ ଓଡ଼ିଶର ପ୍ରଥମ ଅନ୍ତର୍ଜାତୀୟ କୋଚ ଗୌରୀ ଶଙ୍କର ମିଶ୍ର ଙ୍କ ପାଖରୁ ପ୍ରଶିକ୍ଷଣ ନେଉଛନ୍ତି ସ୍ୱସ୍ତିକ ପୁରୀର ମୂଳ ବାସିନ୍ଦା ପ୍ରକାଶ ପତି ଙ୍କ ସୁପୁତ୍ର ଅଟନ୍ତି ସ୍ୱସ୍ତିକଙ୍କ ଏହି ସଫଳତାପାଇଁ ଓଡିଶା ହ୍ୟାଣ୍ଡବଲ ସଙ୍ଘ ସଭାପତି ବିପ୍ଳବ ଚୌଧୁରୀ ସମ୍ପାଦକ ଇଂ ମାନସ କୁମାର ସିଂ କୋଷଦକ୍ଷ ଶୀତେନ୍ଦ୍ରନାଥ ଦାସ ଭୁବନେଶ୍ୱର ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଓ ଓଡିଶା ର ପ୍ରଥମ ଅନ୍ତର୍ଜାତୀୟ ଓ ଷ୍ଟାର ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମୀନ ଓ ଆନ୍ତର୍ଜାତୀୟ କୋଚ ଗୌରୀ ଶଙ୍କର ମିଶ୍ର ଅଭିନନ୍ଦନ ଜଣାଇଛନ୍ତି

Leave a Reply

Your email address will not be published. Required fields are marked *