CRIME ବାଡେଇ ବାଡେଇ ଯୁବକଙ୍କୁ ମାରିଦେଲେ ଲୋକ May 7, 2026 Newscraft ରାଜଧାନୀରେ ବର୍ବର କାଣ୍ଡବାଡେଇ ବାଡେଇ ଯୁବକଙ୍କୁ ମାରିଦେଲେ ଲୋକପୁଲିସର ଉପସ୍ଥିତିରେ ଘଟିଲା ଏଭଳି ନାରକୀୟ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଂଚଳରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯାଇଛି । ଯାହା କମିସନେରେଟ ପୁଲିସର…