NATIONAL CRIME ଗିରଫ ହେଲେ ଚନ୍ଦ୍ରନାଥଙ୍କ ହତ୍ୟାକାରୀ May 11, 2026 Newscraft ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ (PA) ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ହତ୍ୟାକାରୀଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ପୋଲିସର ଏସଆଇଟି (SIT) ଏବଂ ଏସଟିଏଫ (STF)…