STATE ଭୂମିକମ୍ପରେ ଥରିଲା କୋରାପୁଟ April 4, 2026 Newscraft ଥରିଲା ଓଡିଶାର ଦକ୍ଷିଣାଞ୍ଚଳ । କୋରାପୁଟ ସହିତ ନିକଟବର୍ତ୍ତି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ସାଧାରଣ ଲୋକଙ୍କ ମନରେ ଭୟପ ବାତାବରଣ ଖେଳିଯାଇଛି । ରାତି ପ୍ରାୟ ୧୧.୩୦ରେ ଭୂମିକମ୍ପ ଅନୁଭୂତି ହୋଇଥିବା ଜଣାପଡିଛି । ୪.୪…