ଥରିଲା ଓଡିଶାର ଦକ୍ଷିଣାଞ୍ଚଳ । କୋରାପୁଟ ସହିତ ନିକଟବର୍ତ୍ତି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ସାଧାରଣ ଲୋକଙ୍କ ମନରେ ଭୟପ ବାତାବରଣ ଖେଳିଯାଇଛି । ରାତି ପ୍ରାୟ ୧୧.୩୦ରେ ଭୂମିକମ୍ପ ଅନୁଭୂତି ହୋଇଥିବା ଜଣାପଡିଛି । ୪.୪ ମ୍ୟାଗନିଚ୍ୟୁଟର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *