NATIONAL POLITICS ସରିଲା ନୀତିଶ ଯୁଗ, ବିହାରରେ ଆରମ୍ଭ ‘ଚୌଧୁରୀ’ ଶାସନ April 16, 2026 Newscraft ବିହାର ଇତିହାସରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଶେଷ ହୋଇଛି ନୀତୀଶ କୁମାରଙ୍କ ଦୀର୍ଘ ଦିନର ଶାସନ ଏବଂ ଆରମ୍ଭ ହୋଇଛି ‘ସମ୍ରାଟ’ ଯୁଗ । ବିହାର ଇତିହାସରେ ପ୍ରଥମ ଥର…