Tag: Odisha T20 League

ବାରବାଟୀରେ ଆଜି ଟି-୨୦ ଲିଗ୍‌ ଫାଇନାଲ୍‌: ଟ୍ରଫି ପାଇଁ କେନ୍ଦୁଝର-ସମ୍ବଲପୁର ଲଢ଼େଇ

କଟକ, ସେପ୍ଟେମ୍ବର ୩୦: ଓଡ଼ିଶା ଟି-୨୦ ଲିଗ୍‌—ସିଏମ୍‌ ଟ୍ରଫିର ଚାମ୍ପିଅନ୍‌ ହେବା ପାଇଁ ଆଜି ବାରବାଟୀ ଷ୍ଟାଡିୟମ୍‌ରେ ଲଢ଼େଇ କରିବେ କେନ୍ଦୁଝର ମାଇନର୍ସ ଓ ସମ୍ବଲପୁର ୱାରିୟର୍ସ। ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଏହି ଟାଇଟଲ୍‌ ମୁକାବିଲାକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ…

ବାରବାଟୀରେ ମହିଳା ପ୍ରଦର୍ଶନୀ ମ୍ୟାଚ୍‌: ୭ ୱିକେଟ୍‌ରେ ଜିତିଲା ଓସିଏ ବ୍ଲୁ

କଟକ, ସେପ୍ଟେମ୍ବର ୨୯: ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌–ସିଏମ୍‌ ଟ୍ରଫିକୁ ଅବସରରେ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମହିଳା ପ୍ରଦର୍ଶନୀ ମ୍ୟାଚ୍‌ରେ ଓସିଏ ମହିଳା ବ୍ଲୁ ଦମଦାର ବିଜୟ ହାସଲ କରିଛି। ଓସିଏ ମହିଳା ଗ୍ରୀନ୍‌କୁ ୭ ୱିକେଟ୍‌ରେ ହରାଇ…

ବର୍ଷା ଅଟକାଏ ମ୍ୟାଚ୍, ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ କାମ ଅଟକେନି

ବାରବାଟୀରେ ଖେଳ ଫେରାଇବା ପାଇଁ ନିରନ୍ତର ପରିଶ୍ରମ; ୧୨ ଜଣିଆ ଟିମ୍‌କୁ ସହଯୋଗ କରୁଛନ୍ତି ପ୍ରାୟ ୫୦ରୁ ୬୦ ଜଣ କଟକ, ସେପ୍ଟେମ୍ବର ୨୯: ଆକାଶରୁ ବର୍ଷା ଝରୁଛି। ଷ୍ଟାଡିୟମରେ ଖେଳାଳିମାନେ ଅପେକ୍ଷାରେ, ଦର୍ଶକଙ୍କ ନଜର ପିଚ୍‌ ଉପରେ। କିନ୍ତୁ ଏହି…

ଟ୍ରଫିଠାରୁ ବଡ଼ ଲକ୍ଷ୍ୟ, ଓଡ଼ିଶାରୁ ଜାତୀୟ ସ୍ତରକୁ ଯୁବ ପ୍ରତିଭା: ପୁରୀ ଟାଇଟନ୍ସ

କଟକ, ସେପ୍ଟେମ୍ବର ୨୫: ଭାରତ ମସଲା ଓଡ଼ିଶା T20 ଲିଗ୍–CM ଟ୍ରଫିରେ ପୁରୀ ଟାଇଟନ୍ସର ଲକ୍ଷ୍ୟ କେବଳ ମ୍ୟାଚ୍ ଜିତିବା କିମ୍ବା ଚାମ୍ପିଅନ୍ ହେବା ମଧ୍ୟରେ ସୀମିତ ନୁହେଁ। ଓଡ଼ିଶାର ଯୁବ କ୍ରିକେଟରଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚ୍ଚସ୍ତରୀୟ କ୍ରିକେଟ୍ ପାଇଁ…

ବ୍ୟାଟରରୁ ପେସର୍‌: ସୌରଭ ଗାଙ୍ଗୁଲିଙ୍କୁ ଆଦର୍ଶ ମାନି କ୍ରିକେଟ୍‌ ଆରମ୍ଭ କରିଥିଲେ ରାଜେଶ ମହାନ୍ତି

୯୯ ନମ୍ବର ଜର୍ସି ପଛରେ ଗାଙ୍ଗୁଲି କନେକ୍ସନ୍‌; ଭାରତ U-19ରୁ MRF Pace Foundation ପର୍ଯ୍ୟନ୍ତ ରାଜେଶଙ୍କ ଯାତ୍ରା କଟକ, ସେପ୍ଟେମ୍ବର ୨୪: ଯେଉଁ ଖେଳାଳିଙ୍କୁ ଦେଖି ପିଲାଦିନେ କ୍ରିକେଟ୍‌ ପ୍ରତି ଆକର୍ଷିତ ହୋଇଥିଲେ, ଆଜି ତାଙ୍କ ନାମ ସହିତ ନିଜର…

ଓଡ଼ିଶା T20 ଲିଗ୍‌ ପୂର୍ବରୁ ରାଉରକେଲା ସୁପରଷ୍ଟାର୍ସର ଜର୍ସି ଲଞ୍ଚ

ଭୁବନେଶ୍ୱର, ସେପ୍ଟେମ୍ବର ୧୮: ଓଡ଼ିଶା T20 ଲିଗ୍–CM ଟ୍ରଫିର ନୂଆ ସିଜନ୍‌କୁ ନେଇ କ୍ରିକେଟ୍‌ ମହଲରେ ଉତ୍ସାହ ବଢ଼ିଥିବା ବେଳେ ରାଉରକେଲା ସୁପରଷ୍ଟାର୍ସ ନିଜ ଦଳର ଅଫିସିଆଲ୍‌ ଜର୍ସି ଉନ୍ମୋଚନ କରିଛି। ଶୁକ୍ରବାର ଭୁବନେଶ୍ୱରର ପ୍ରାଚୀ ସରୋବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…