Tag: Rain Update

ଆଶ୍ଚର୍ଯ୍ୟ କରୁଛି ବର୍ଷାର ଟ୍ରେଣ୍ଡ, ୩ ମାସରେ ୪ ମାସର ବର୍ଷା!

ଭୁବନେଶ୍ୱର: ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ବର୍ଷାର ଚିତ୍ର ଏବେ ଭିନ୍ନ ରୂପ ନେଇଛି। ମାତ୍ର ୩ ମାସ ମଧ୍ୟରେ ରାଜ୍ୟରେ ପ୍ରାୟ ୪ ମାସର ପରିମାଣର ବର୍ଷା ହୋଇସାରିଛି। ଜୁନ୍‌ ମାସରେ ସ୍ୱାଭାବିକ ତୁଳନାରେ ୪୭ ପ୍ରତିଶତ କମ୍‌ ବର୍ଷା…