Tag: SIR

ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ୧୦ ଆଇଏଏସ୍‌ ଅଧିକାରୀ ପର୍ଯ୍ୟବେକ୍ଷକ, ଜୁଲାଇ ୫ରେ ଆସିବ ଚିଠା ତାଲିକା

ଭୁବନେଶ୍ୱର, ୩ ଜୁଲାଇ: ଓଡ଼ିଶାରେ ୨୦୨୬ ମସିହାର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ୧୦ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ‘ଇଲେକ୍ଟୋରାଲ୍ ରୋଲ୍ ଅବଜର୍ଭର’ ଭାବେ…