ଥରିଲା ଓଡିଶାର ଦକ୍ଷିଣାଞ୍ଚଳ । କୋରାପୁଟ ସହିତ ନିକଟବର୍ତ୍ତି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ସାଧାରଣ ଲୋକଙ୍କ ମନରେ ଭୟପ ବାତାବରଣ ଖେଳିଯାଇଛି । ରାତି ପ୍ରାୟ ୧୧.୩୦ରେ ଭୂମିକମ୍ପ ଅନୁଭୂତି ହୋଇଥିବା ଜଣାପଡିଛି । ୪.୪ ମ୍ୟାଗନିଚ୍ୟୁଟର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । Post navigation ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କୁ ମିଳିବ ଏମିତି ସଂରକ୍ଷଣ