ଓଡ଼ିଶାରେ ରଜର ସ୍ୱତନ୍ତ୍ରତା ରହୁଛି। ଓଡ଼ିଶା ଜନତା କଂଗ୍ରେସ ପାର୍ଟି ମଧ୍ୟ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ସମୟରେ ମହିଳା ସଶକ୍ତିକରଣ ଖାଲି ଓଡ଼ିଶାରେ କୁହା ଯାଉଛି। ବିଗତ ଦିନରେ ଚାମେଲି ସହ ଯାହା ଘଟି ଯାଇଛି ଓ ଯେଉଁଭଳି ଭାବରେ ସରକାରୀ ଅଫିସର୍ ମାନେ ତା ସହ ବ୍ୟବହାର କରିଛନ୍ତି ତାହାକୁ ଗ୍ରହଣ କରାଯାଇ ପାରିବ ନାହିଁ।ସରାକରଙ୍କ ନାରୀ ବନ୍ଦନା ର ଅସଲ ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶାରେ ନାରୀ ମାନେ ସୁରକ୍ଷିତ ନାହାନ୍ତି। ଆମେ ଆଶା କରିବା ଓଡ଼ିଶାରୁ ଏକ ଦୃଢ଼ ସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା କଥା। ଓଡ଼ିଶା ଜନତା କଂଗ୍ରେସ ଆରମ୍ଭରୁ ହିଁ ମହିଳା ସଶକ୍ତିକରଣ କଥା ରହିଛି। ଶିକ୍ଷିତ କରିବା କଥା ମଧ୍ୟ ସେମାନଙ୍କୁ ଆସିଛି। ଏଠାରେ ଖାଲି ମହିଳା ମାନଙ୍କୁ ତୁଷ୍ଠି କରଣ କରାଯାଇଛି। ଏଠାରେ ଖାଲି ୫ ଟଙ୍କା ଦେଇ ମହିଳାଙ୍କ ମୁଁହ ବନ୍ଦ କରାଯିବ। ଓଡ଼ିଶାରେ ଏତେ ମାତ୍ରାରେ ପିସି କୁ ସରକାର ସାହାଯ୍ୟ କରୁଛନ୍ତି କି ବିଧାୟକ ପାଣ୍ଠିରୁ ମଧ୍ୟ ଲୋକମାନେ ପିସି ନେଉଛନ୍ତି। ତେଣୁ ଏହି ଘଟଣା ଚାମେଲିଙ୍କ ସହ ଘଟିଛି। Post navigation ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ଉପଲକ୍ଷେ ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ ରମାକାନ୍ତ ଗୋଚ୍ଛାୟତଙ୍କ ନୂତନ କବିତା ସଂକଳନ ‘ଲୋହିତ ସ୍ୱପ୍ନ’