“The Urban Development Minister appealed to government officials and employees to use public transport.” Krushna Chandra Mohapatra“The Urban Development Minister appealed to government officials and employees to use public transport.”

ଓଡ଼ିଶା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା କୁ ଗୁରୁତ୍ୱ ଦେଉଛି |ପ୍ରଧାନମନ୍ତ୍ରୀ ଯାହା ଆହ୍ୱାନ କରିଛନ୍ତି ସେଟା ସମାଜ ପାଇଁ ଆବଶ୍ୟକ |ଅଣାୟତ୍ତ ଭାବରେ ଯେଉଁ ସବୁ ଗାଡି କିଣାଯାଉଛି ସେଥିପାଇଁ SOP ଜାରି ହୋଇଛି |ଯେଉଁମାନେ ଗାଡି ନେବେ ପ୍ରଥମେ ପାର୍କିଙ୍ଗ ପାଇଁ ବ୍ୟବସ୍ଥା କରିବେ |ତାପରେ ରେଜିଷ୍ଟେସନ ହେବ |ବହୁ ଗାଡି EV କରିବା ପାଇଁ ସରକାର ଯୋଜନା କରୁଛନ୍ତି |ସମସ୍ତେ ଏକମତ ହୋଇ ଆହ୍ୱାନ କୁ ସ୍ୱୀକାର କରିବା ଉଚିତ |ଯେଉଁଭଳି ଭାବରେ ପେଟ୍ରୋଲ ଡିଜେଲ ର ସଙ୍କଟ ଦେଖାଦେଇଛି ସେଥିପାଇଁ ସମସ୍ତେ ଅଧିକ EV ଗାଡି ବ୍ୟବହାର କରିବା |ପେଟ୍ରୋଲ ଡିଜେଲ ଗାଡି କମ ବ୍ୟବହାର କରିବା ସହ ବସ ରେ ଯାତ୍ରା କରିବା | ମୁଖ୍ୟମନ୍ତ୍ରୀ ଙ୍କ କାରକେଡ଼ ରେ ଗାଡି କମିବା କଥା ଉପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ | ମୁଖ୍ୟମନ୍ତ୍ରୀ ସବୁ କଥାକୁ ଗୁରୁତ୍ୱ ଦିଅନ୍ତି |

ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅପିଲ. କହିଲେ ମୁଁ ବି ବ୍ୟବହାର କରିବି ଇଭି ଆଉ ପବ୍ଲିକ ଟ୍ରାନ୍ସପୋର୍ଟ. ଅଧିକରୁ ଅଧିକ ଇଭି ଗାଡି ବ୍ୟବହାର ପାଇଁ ଅପିଲ. ଵସ କିମ୍ଭା ଟ୍ରେନରେ ଯାତ୍ରା କରିବାକୁ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ସାଧାରଣ ଲୋକଙ୍କୁ ଅପିଲ କଲେ ମନ୍ତ୍ରୀ.

Leave a Reply

Your email address will not be published. Required fields are marked *