ବିଶ୍ୱ ବଜାରରେ ତୈଳ ସଙ୍କଟ ଅଛି। ପ୍ରଧାନମନ୍ତ୍ରୀ ଜି ଙ୍କ ଅପିଲ ଭାରତର ଅର୍ଥନୈତିକ ସୁରକ୍ଷା ପାଇଁ । ଖର୍ଚ୍ଚ କମ୍ କରିବା ମୁଖ୍ୟ କଥା। ସୁନା ନ କିଣିବା ସହ ବିଦେଶ ଗସ୍ତ ମଧ୍ୟ କମ୍ କରିବାକୁ ନିର୍ଦ୍ଦେଶ। ନିକଟରେ ଉବର୍ ର ସିଇଓ ଆସିଥିଲେ। ଏହା ସହ ଇଭି ଗାଡ଼ି ଚଳାଇବା ନେଇ ଯୋଜନା ହୋଇଥିଲା।କେବଳ ପ୍ରଧାନମନ୍ତ୍ରୀଙ୍କ କଥା ନୁହେଁ ସମାଜକୁ ଇଭି ର ଆବଶ୍ୟକତା ଅଛି । ଅଧିକରୁ ଅଧିକ ଇଭୀ ଗାଡ଼ି ବ୍ୟବହାର କରନ୍ତୁ। ମନେ ପକାନ୍ତୁ ଦିନ ଥିଲା ଗ୍ୟାସ୍ ବ୍ୟବହାର କରିବା ପାଇଁ ମନା କରାଯାଇଥିଲା ଓ ୧ କୋଟିରୁ ଊର୍ଦ୍ଧ୍ବ ଲୋକ ମଧ୍ୟ କମେଇ ଥିଲେ। ତେଣୁ ଏବେ କମ୍ କରିବାକୁ ନିର୍ଦ୍ଦେଶ। ତେଣୁ ସବୁ ରାଜ୍ୟକୁ ମଧ୍ୟ କେନ୍ଦ୍ର ସହଯୋଗ କରୁଛି। ସରକାରୀ କାର୍ଯ୍ୟାଳୟ ରେ ଇଭି ଗାଡ଼ି ଚଳାଇବା ପାଇଁ ଆମେ ସହମତ ଅଛୁ। ସରକାରୀ କାର୍ଯ୍ୟାଳୟ ରେ ମଧ୍ୟ ଇଭି ଗାଡ଼ି ଅଧିକରୁ ଅଧିକ କରାଯିବ। ତେଲ କମ୍ ବ୍ୟବହାର କରନ୍ତୁ। ଏହା ସମସ୍ତଙ୍କ ମନକୁ ଛୁଇଁଛି। ଆବଶ୍ୟକତା ଅନୁଯାୟୀ ସହଭାଗିତା କରିବା ଦରକାର୍। ମୁଁ ନିଷ୍ପତି ନେଇଛି ମୁଁ ସରକାରୀ ବସ୍ ରେ ଯିବି। ମୁଁ ଏବେ ଗୋଟିଏ ଗାଡ଼ିରେ ଯିବି। ଆବଶ୍ୟକ ଯେତିକି ଏବେ ସେତିକି ଗାଡ଼ିରେ ଯିବି। କମେଇବାର ଲକ୍ଷଣ ଆମଠାରୁ ଆରମ୍ଭ ହେବା ଆବଶ୍ୟକତା ଅଛି।ମୋର ତ ରାତିରେ କାମ ନାହିଁ। ମୋ ଠାରୁ ଆରମ୍ଭ ହେବା ଆବଶ୍ୟକତା ଅଛି। Post navigation ଓଡ଼ିଶାରେ ହଠାତ ଏତିକି ହୋଇଗଲା ସୁନା ଦର । ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅପିଲ