Tag: BJD

ଡାକ୍ତର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ତୁରନ୍ତ ସମାଧାନ ପାଇଁ ବିଜେଡିର ଦାବି

ଭୁବନେଶ୍ୱର, ଜୁଲାଇ ୩:ରାଜ୍ୟରେ ସରକାରୀ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଥିବାରୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରଭାବିତ ହୋଇଥିବା ନେଇ ବିଜୁ ଜନତା ଦଳ (ବିଜେଡି) ଉଦ୍ବେଗ ପ୍ରକାଶ କରିଛି। ଦଳର କହିବା ଅନୁସାରେ, ଓପିଡି, ଆଇପିଡି, ଜରୁରୀ ଚିକିତ୍ସା ଓ ଶବ ବ୍ୟବଚ୍ଛେଦ…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ସୂଚନା ମିଳିଛି। ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଓ ଚର୍ଚ୍ଚାର ଅବସାନ ଘଟାଇ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ…

ସୁଜାତା କାର୍ତ୍ତିକେୟନଙ୍କ ସମ୍ଭାବ୍ୟ ରାଜନୈତିକ ପ୍ରବେଶ: ବିଜେଡି ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ?

ଓଡ଼ିଶା ରାଜନୀତିରେ ଏବେ ଏକ ନୂଆ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ। ସେ ବିଜୁ ଜନତା ଦଳରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିବାବେଳେ, ଏହାର ରାଜନୈତିକ ପ୍ରଭାବକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା…

ନୂତନ ପାଠ୍ୟପୁସ୍ତକରେ ବହୁ ତ୍ରୁଟି ନେଇ ସରକାରଙ୍କୁ ବିଜେଡିର ଟାର୍ଗେଟ

ରାଜ୍ୟରେ ନୂତନ ଶିକ୍ଷା ନୀତି ଆଧାରିତ ଭାବେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମାଧ୍ୟମ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଥିବା ଅଭିଯୋଗ କରି ବିଜେଡି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛି। ଦଳର କହିବା ଅନୁସାରେ, ଏହି…

ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ରାଜନୀତି, ‘ବିଜୁ ଲିଗାସୀ’ କଥାରେ ମାରିଲେ ତେରଛା ବାଣ

ବିଜୁଙ୍କ ଶ୍ରାଦ୍ଧ ଦିବସରେ ଏକାଠି ହେଲେ ବରିଷ୍ଠ ନେତା । ଦଳମତ ନିର୍ବିଶେଷରେ ଏକାଠି ହେଲେ ନିଜକୁ ବିଜୁ ଲିଗାସୀର ସୂତ୍ରଧର କହୁଥିବା ନେତା । ବିଜୁଙ୍କୁ ଭଲପାଉଥିବା ନେତା, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ବିଜୁଙ୍କୁ…

ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳର ନେତା ଓ ସୁଲତା ଦେଓଙ୍କୁ ଉପନେତାର ଦାୟିତ୍ୱ

ଭୁବନେଶ୍ୱର, ୧୩/୦୪/୨୦୨୬: ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଂସଦ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳର ନେତା ଓ ଶ୍ରୀମତୀ ସୁଲତା ଦେଓଙ୍କୁ ସଂସଦୀୟ ଦଳର ଉପନେତା ତଥା ମୁଖ୍ୟ ସଚେତକ ଭାବେ ମନୋନୀତ ହେବା…

ସସ୍ମିତଙ୍କ ସ୍ଥାନରେ ମାନସ

ନିକଟରେ ରାଜ୍ୟସଭାର ସଂସଦୀୟ ଦଳ ନାତା ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଆଜି ତାଙ୍କ ସ୍ଥାନ ନେଇଛନ୍ତି ମାନସ ମଙ୍ଗରାଜ । ମାନସ ଏହି ପଦ ନେବା ପାଇଁ ଚାହୁଁଥିଲେ ଏବଂ ସେ ଏଥିପାଇଁ ଷଡଯନ୍ତ୍ର…

ଛାତ୍ରଛାତ୍ରୀଙ୍କ ସ୍ବର ଚାପିବା ପାଇଁ ସରକାରଙ୍କ ପ୍ରୟାସ : ଇପ୍ସିତା

ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ତଥା ସମସ୍ତ ବିଶ୍ୱବିଦ୍ୟାଳୟରେ ଆଦର୍ଶ ଆଚରଣ ବିଧି ଲାଗୁ କରିବା ପାଇଁ ଏକ ଚିଠି ଜାରି କରାଯାଇଛି । ଏଥିରେ ଛାତ୍ରଛାତ୍ରୀ ଙ୍କ ସ୍ୱରକୁ ଚାପିଦେବା ପାଇଁ ଏହା ସରକାରଙ୍କ ଚେଷ୍ଟା…

ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେଙ୍କ ଆପତ୍ତିଜନକ ମନ୍ତବ୍ୟ

ବିଜେପି ଏମପି ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ରଖିଛନ୍ତି। ନିଶିକାନ୍ତ କହିଛନ୍ତି ବିଜୁ ପଟ୍ଟନାୟକ ଥିଲେ ଆମେରିକାର ଗୁଇନ୍ଦା ସଂସ୍ଥା CIA ର ଏଜେଣ୍ଟ। ଯାହାକୁ ନେଇ ଏବେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।…

ବିଧାୟିକାଙ୍କ ଘରେ ପଶିଲା ପୁଲିସ

ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସରକାରୀ ବାସ ଭବନରେ କେସିଙ୍ଗା ପୋଲିସର ଚଢାଉ। ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନରେ ହତ୍ୟା ଧମକ ଦେବା ଅଭିଯୋଗରେ ଚଢ଼ାଉ କରିଛି…