Vijay takes Oath as CMVijay takes Oath as CM

ତାମିଲଗା ଭେଟ୍ରି କାଝାଗମ ତଥା ଟିଭିକେ ତାମିଲନାଡୁରେ ନୂଆ ସରକାର ଗଢିଛି । ଏବଂ ନଅ ଜଣିଆ କ୍ୟାବିନେଟ ସହ ଶପଥ ଗ୍ରହଣ କରିଛନ୍ତି ଥାଲାପତୀ ବିଜୟ ଓରଫ ଜୋସେଫ ବିଜୟ । ଅର୍ଥାତ ମୁଖ୍ୟମନ୍ତ୍ରୀ ଭାବେ ଜୋସେଫ ବିଜୟ ଶପଥ ଗ୍ରହଣ କରି ରାଜ୍ୟର ବିକାଶ ଦିଗରେ ଆଗେଇବା ପ୍ରତିଶ୍ରୁତି ଦେଇଥିବା ବେଳେ ତାଙ୍କ ସହ ଅନ୍ୟ ୯ ଜଣ ବିଧାୟକ ମଧ୍ୟ ଏହି ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଥିଲେ ।

ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ସଂକଳ୍ପ ପତ୍ରରେ ବିଜୟ ଦେଇଥିବା ପ୍ରତିଶ୍ରୁତି ପ୍ରଥମେ ପୁରା କରିଛନ୍ତି । ମାଗଣା ୨୦୦ ୟୁନିଟ ବିଜୁଳି ସାଙ୍ଗକୁ ତାମିଲନାଡୁରେ ମହିଳା ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *