ODISHA POLITICS ରାହୁଳ ଗାନ୍ଧୀଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ପ୍ରସଙ୍ଗ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ July 29, 2026 Newscraft ଭୁବନେଶ୍ୱର, ୨୯ ଜୁଲାଇ: ସୋସିଆଲ ମିଡିଆରେ ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ବିରୋଧରେ କଥିତ ଅପମାନଜନକ ମନ୍ତବ୍ୟ ଓ ହତ୍ୟା ଧମକ ସମ୍ପର୍କିତ ପୋଷ୍ଟକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଗଭୀର ଉଦ୍ବେଗ ପ୍ରକାଶ କରିଛି।…
ODISHA POLITICS ବନ୍ୟା ପରିଚାଳନାରେ ସରକାର ବିଫଳ ବୋଲି ବିଜେଡିର ଅଭିଯୋଗ July 29, 2026 Newscraft ଭୁବନେଶ୍ୱର, ୨୯ ଜୁଲାଇ: ରାଜ୍ୟରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଦଳର ଅଭିଯୋଗ ଅନୁଯାୟୀ, ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ସତର୍କ ସୂଚନା…
ODISHA ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପ: ୨୩ ବର୍ଷ ପରେ ବି ଶେଷ ହେବାର ସମୟସୀମା ଅସ୍ପଷ୍ଟ July 25, 2026 Newscraft ଭୁବନେଶ୍ୱର: ପ୍ରାୟ ୨୩ ବର୍ଷ ଧରି ଚାଲିଥିବା ତାଳଚେର–ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେବି ସ୍ପଷ୍ଟ ହୋଇନାହିଁ। ରାଜ୍ୟସଭାରେ ଏହି ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସମ୍ପର୍କରେ…
ODISHA ନୀତି ଆୟୋଗ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ-୨୦୨୬: ଶୀର୍ଷ ୫ ରାଜ୍ୟ ମଧ୍ୟରେ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା July 23, 2026 Newscraft ଭୁବନେଶ୍ୱର, ୨୩ ଜୁଲାଇ: ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ-୨୦୨୬ରେ ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ପୂର୍ବ ଓ ଉତ୍ତର ଭାରତରୁ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଏହି ତାଲିକାରେ ସ୍ଥାନ ଅଧିକାର…
POLITICS ODISHA ଛାତ୍ରଛାତ୍ରୀଙ୍କ ନାଁରେ ଦେଶରେ ଏକ ଖରାପ ପରମ୍ପରା ସୃଷ୍ଟି କରାଯାଉଛି। ଏହା ପ୍ରକୃତ ଛାତ୍ର ଆନ୍ଦୋଳନ ନୁହେଁ; ବରଂ ରାଜନୈତିକ ଉଦ୍ଦେଶ୍ୟରେ ଦେଶରେ ଅରାଜକତା ସୃଷ୍ଟି କରିବାର ଏକ ପ୍ରୟାସ। July 23, 2026 Newscraft ଛାତ୍ରଛାତ୍ରୀମାନଙ୍କୁ ମୋର ଅନୁରୋଧ, ସେମାନେ କୌଣସି ବିଭ୍ରାନ୍ତିରେ ନପଡ଼ି ନିଜ କ୍ୟାରିୟର ଓ ଭବିଷ୍ୟତ ଉପରେ ଗୁରୁତ୍ୱ ଦିଅନ୍ତୁ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ୫୦ ହଜାର ଯୁବକ-ଯୁବତୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଜାରି…
ODISHA NITI Aayog Investment Friendliness Index 2026: ନିବେଶ ପାଇଁ ଦେଶର ଶୀର୍ଷ ୫ ରାଜ୍ୟ ମଧ୍ୟରେ ଓଡ଼ିଶା, ବଢ଼ିଲା ଶିଳ୍ପ ବିକାଶର ବିଶ୍ୱାସ July 21, 2026 Newscraft ନିବେଶ କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା ଭୁବନେଶ୍ୱର: ନିବେଶକଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ନୀତି ଆୟୋଗ ପ୍ରଥମ ଥର ପ୍ରକାଶ କରିଥିବା Investment Friendliness Index (IFI) 2026ରେ ଓଡ଼ିଶା…
ODISHA CULTURE ରଥଯାତ୍ରା ୨୦୨୬ ପାଇଁ ପ୍ରଶାସନ ପୂରା ପ୍ରସ୍ତୁତ: ସମନ୍ୱୟ ଓ ମନିଟରିଂ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ July 6, 2026 Newscraft ଭୁବନେଶ୍ୱର, ୬ ଜୁଲାଇ: ଆଗାମୀ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସୁରୁଖୁରୁ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ ହଲରେ ଆୟୋଜିତ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ…
TOURISM CULTURE ODISHA ଏଣିକି ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ July 6, 2026 Newscraft ପୁରୀ: ଓଡ଼ିଶାର ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ଶୁଭାରମ୍ଭ କରାଯାଇଛି। ପୁରୀ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…
TOURISM ODISHA ପୁରୀ ରଥଯାତ୍ରା ୨୦୨୬: ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ୪୨ MLD ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ଯାଞ୍ଚ କଲେ ମନ୍ତ୍ରୀ July 6, 2026 Newscraft ପୁରୀ, ୬ ଜୁଲାଇ ୨୦୨୬: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ପୁରୀରେ ବ୍ୟାପକ…
ODISHA ୯ ଜୁଲାଇରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ପ୍ରସ୍ତୁତି ନେଇ ରାଜ୍ୟସ୍ତରୀୟ ସମୀକ୍ଷା July 4, 2026 Newscraft ଭୁବନେଶ୍ୱର, କନକ ବ୍ୟୁରୋ : ଭାରତର ଉପରାଷ୍ଟ୍ରପତିଙ୍କ ୯ ଜୁଲାଇ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ…