ODISHA ତିଆରି ହେବ ନୂଆ ବ୍ରିଜ୍, ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ April 23, 2026 Newscraft କାଠଯୋଡି ନଦୀ ଉପରେ ତିଆରି ହେବ ନୂଆ ବ୍ରିଜ୍। ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ । କ୍ୟାବିନେଟ ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କାଠଯୋଡ଼ି ନଦୀ…
ODISHA ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ନାଁ April 23, 2026 Newscraft ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ନାଁ । ରାଜ୍ୟର ବିଭିନ୍ନ ଅଞ୍ଚଳର ନାଁକୁ ନେଇ ଇଂରାଜୀ ବନାନ ସଂଶୋଧନ ପ୍ରସଙ୍ଗକୁ ନେଇ ଚିନ୍ତା କଲେ ରାଜ୍ୟ ସରକାର । ପ୍ରସ୍ତାବିତ ନାଁ ସମ୍ପର୍କରେ ମତାମତ ପାଇଁ କଲେ ଆହ୍ବାନ। ଜନପ୍ରତିନିଧି ଏବଂ…
ODISHA ପର୍ଯ୍ୟଟନର ନୂଆ ପରିଚୟ: ଉନ୍ମୋଚିତ ହେଲା ନୂଆ ଟ୍ୟାଗଲାଇନ୍ April 22, 2026 Newscraft “Think India, Think Odisha” ଏବଂ “OMC ପୁରୀ କୋଷ୍ଟାଲ ମାରାଥନ” ଟ୍ୟାଗଲାଇନ୍ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଏକ ନୂତନ ବ୍ରାଣ୍ଡ୍ ପରିଚୟ…
NATIONAL ଏଣିକି ଗ୍ୟାସ୍ ବଦଳରେ ମିଳିବ କୋଇଲା April 22, 2026 Newscraft ଗ୍ୟାସ୍ ସମସ୍ୟା ଦୂର କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ଦେଶରେ ଜାରି ରହିଥିବା ଜାଳେଣି ସମସ୍ୟା ମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ରନ୍ଧନ ଗ୍ୟାସର ଅଭାବକୁ ଦେଖି ଏବେ ଗରିବ ଶ୍ରେଣୀର…
ODISHA କନ୍ୟା ବିବାହ ଯୋଜନାରେ ଯୋଡ଼ି ହେଲେ ୧୦୦୦ ଯୋଡ଼ି April 22, 2026 Newscraft ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ରାଜ୍ୟର ୨୭ଟି ଜିଲ୍ଲାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରାୟ ୧,୦୦୦ ଦମ୍ପତ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ସମଗ୍ର ରାଜ୍ୟରେ ଏକ ଐତିହାସିକ ସଫଳତା ହାସଲ କରାଯାଇଛି। ‘ମୁଖ୍ୟମନ୍ତ୍ରୀ କନ୍ୟା…
CRIME NATIONAL ଫେଲ୍ ମାରିଲା କି ଶାହାଙ୍କ ନକ୍ସଲ ଷ୍ଟ୍ରାଟେଜି ? April 17, 2026 Newscraft ୪ ନକ୍ସଲଙ୍କୁ ଏନକାଉଣ୍ଟର ପରେ ସାମ୍ନାକୁ ଆସିଲା ସତ । ଏବେ ବି ନକ୍ସଲ ମୁକ୍ତ ହୋଇନି ଭାରତ । ଫେଲ୍ ମାରିଲା କି ଶାହାଙ୍କ ନକ୍ସଲ ଷ୍ଟ୍ରାଟେଜି ? ନିପାତ ହେଲେ ହାର୍ଡକୋର ମାଓବାଦୀ । ଯାହା ଏବେ ବି…
POLITICS ODISHA ସୋଫିଆଙ୍କ ଏ କି ରୂପ, ଚିରିଦେଲେ SOP April 17, 2026 Newscraft ମେୟରଙ୍କ ଲୁଟ ନେଇ ବର୍ଷିଲେ ବିଧାୟିକା । ସମସ୍ତଙ୍କ ସାମ୍ନାରେ ଚିରିଦେଲେ sop ଲୋକଙ୍କ ସ୍ବାର୍ଥ ପାଇଁ ଭୟଙ୍କର ରୂପ ଧରିଲେ ବିଧାୟିକା ସୋଫିଆ ଫିର୍ଦୋଷ । ବାରବାଟି ଫୁଡ୍ କୋର୍ଟକୁ ନେଇ ବର୍ଷିଲେ ସୋଫିଆ । ମେୟର ସୁବାସ ସିଂହଙ୍କ…
ODISHA POLITICS ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ରାଜନୀତି, ‘ବିଜୁ ଲିଗାସୀ’ କଥାରେ ମାରିଲେ ତେରଛା ବାଣ April 17, 2026 Newscraft ବିଜୁଙ୍କ ଶ୍ରାଦ୍ଧ ଦିବସରେ ଏକାଠି ହେଲେ ବରିଷ୍ଠ ନେତା । ଦଳମତ ନିର୍ବିଶେଷରେ ଏକାଠି ହେଲେ ନିଜକୁ ବିଜୁ ଲିଗାସୀର ସୂତ୍ରଧର କହୁଥିବା ନେତା । ବିଜୁଙ୍କୁ ଭଲପାଉଥିବା ନେତା, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ବିଜୁଙ୍କୁ…
ODISHA HEALTH ରାୟରଙ୍ଗପୁରରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ April 17, 2026 Newscraft ରାଇରଙ୍ଗପୁର, ମୟୂରଭଞ୍ଜ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଏମ୍ସ ଭୁବନେଶ୍ୱର ସହାୟତରେ ବିଭିନ୍ନ ପ୍ରକାରର ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଏଥି ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତରେ ରାଜ୍ୟ ଲୋକସେବା ଭବନ…
NATIONAL INTERNATIONAL WAR ଟ୍ରମ୍ପ ଦେଇଥିବା ମାସ ପୁରିଲା, ଆଉ ତେଲ କିଣିବନି ଭାରତ ! April 17, 2026 Newscraft ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ଅଧିକାଂଶ ଦେଶରେ ତୈଳ ସଙ୍କଟ ଗମ୍ଭୀର ହେଉଥିବା ପରିପ୍ରେକ୍ଷୀରେ ଆମେରିକା ପ୍ରତିବନ୍ଧକ ସତ୍ତ୍ୱେ ଇରାନ ଏବଂ ରୁଷରୁ ତେଲ କିଣିବା ପାଇଁ ଛାଡ ଦେଇଥିଲା ଯାହା ଏବେ ଶେଷ ହେବାକୁ ଯାଉଛି। ଆମେରିକା ଏହି ଛାଡକୁ ବୃଦ୍ଧି…