Author: Newscraft

ଆଜିଠାରୁ ବଢ଼ିବ ତାପମାତ୍ରା

ଉପରମୁହାଁ ହେବ ପାରଦ ବଢ଼ିବ ଗୁଳୁଗୁଳି । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବା ନେଇ ଆଶଙ୍କା । ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ହେବାର ସମ୍ଭାବନା…

କେନ୍ଦ୍ରୀୟ ଏସିଆନ୍ ହ୍ୟାଣ୍ଡବଲ୍ ଚାମ୍ପିୟନସିପ୍ ରେ ଭାରତୀୟ ପୁରୁଷ ହ୍ୟାଣ୍ଡବଲ୍ ଦଳର‌‌ ବ୍ରୋଞ୍ଚ ପଦକ ଲାଭ

ଉଜବେକିସ୍ଥାନର‌ ତାସକେଣ୍ତ ଠାରେ ଆୟୋଜିତ କେନ୍ଦ୍ରୀୟ ଏସିଆନ୍ ହ୍ୟାଣ୍ଡବଲ୍ ଚାମ୍ପିୟନସିପ୍ରେ ଭାରତୀୟ ପୁରୁଷ ହ୍ୟାଣ୍ଡବଲ୍ ଦଳ କାଜାଖସ୍ଥାନ ବିରୁଦ୍ଧରେ ୨୫- ୨୦ ଗୋଲ ବ୍ୟବଧାନରେ ବିଜୟୀ ହୋଇ ବ୍ରୋଞ୍ଚ ମେଡାଲ ହାସଲ କରିବାରେ ସଫଳ ହୋଇପାରିଛି।ଏହି ଭାରତୀୟ ଦଳରେ ଖେଳାଳି ଭାବରେ…

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କୁ ମିଳିବ ଏମିତି ସଂରକ୍ଷଣ

ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିଅରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ଆଜି ରାଜ୍ୟ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ, ଅନୁସୂଚିତ…

ଭୂମିକମ୍ପରେ ଥରିଲା କୋରାପୁଟ

ଥରିଲା ଓଡିଶାର ଦକ୍ଷିଣାଞ୍ଚଳ । କୋରାପୁଟ ସହିତ ନିକଟବର୍ତ୍ତି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ସାଧାରଣ ଲୋକଙ୍କ ମନରେ ଭୟପ ବାତାବରଣ ଖେଳିଯାଇଛି । ରାତି ପ୍ରାୟ ୧୧.୩୦ରେ ଭୂମିକମ୍ପ ଅନୁଭୂତି ହୋଇଥିବା ଜଣାପଡିଛି । ୪.୪…

ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର, ୦୨/୦ ୪/୨୦୨୬: ଓଡ଼ିଶାର ୩୦ଟି ଜିଲ୍ଲାରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର (AWC) ଆଜି ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ…

ରାଜ୍ୟରେ ଗ୍ୟାସ୍‌ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

ଭୁବନେଶ୍ୱର, (୦୨/୦୪/୨୦୨୬): ରାଜ୍ୟରେ ଏଲ୍‌ପିଜି ଓ ପେଟ୍ରୋଲିୟମ୍‌ଜାତ ଦ୍ରବ୍ୟର ସୁଗମ ଯୋଗାଣ ସୁନିଶ୍ଚିତ କରିବାକୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ମାନ୍ୟବର ଗୃହନିର୍ମାଣ ଓ…

ଜନଗଣନା ୨୦୨୭ ସମ୍ପୂର୍ଣ୍ଣ ନ ହେବା ଯାଏଁ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ବଦଳି ନ କରାଯିବାକୁ ନିର୍ଦ୍ଦେଶ

ରାଜ୍ୟରେ ଜନଗଣନା ୨୦୨୭ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏଥିନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ବିଭିନ୍ନ ବିଭାଗର ସଚିବ, ବିଭାଗୀୟ…

ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ କେନ୍ଦୁଝର ପୌରପାଳିକା ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ

ଭୁବନେଶ୍ୱର,ତା.୩୦/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ କେନ୍ଦୁଝର ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ବିଜେଡି ଛାଡ଼ି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି…

ଡବଲ ଇଞ୍ଜିନ ସରକାର ନଖରାରେ ଅଟକାଇଲା ଚାଷୀଙ୍କୁ

ଭୁବନେଶ୍ୱର, ୩୦/୩: ସରକାର ବଦଳିଲା କିନ୍ତୁ ଚରିତ୍ର ବଦଳିଲା ନାହିଁ। ସେହି ସମାନ ଚରିତ୍ର, ସେହି ସମାନ ମାନସିକତା। ବିଜୁ ଜନତା ଦଳ ସରକାର ଚାଷୀ ନେତାମାନଙ୍କୁ ରସୁଲଗଡ଼ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ସୁଯୋଗ ଦେଉଥିଲା। କିନ୍ତୁ, ଦୁର୍ଭାଗ୍ୟ ଡବଲ…

ସେଣ୍ଟ୍ରାଲ ଏସିଆ ବରିଷ୍ଠ ହ୍ୟାଣ୍ଡବଲ ପ୍ରତିଯୋଗିତା, ଭାରତୀୟ ଦଳରେ ସ୍ୱସ୍ତିକ ଓ ଗୌରୀଶଙ୍କର ପ୍ରାଶିକ୍ଷକ

ଭୁବନେଶ୍ୱର ଉ୍ଜ଼ବେକିସ୍ତାନର ସମରକାନ୍ଦ ଠାରେ ଚଳିତ ମାସ 31 ରୁ ଏପ୍ରିଲ 7 ତାରିଖ ପ୍ରଯ୍ୟନ୍ତ ପଞ୍ଚମ ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ଓଡ଼ିଶାର ସ୍ୱସ୍ତିକ ମହାପ୍ରସାଦ ପତି ସ୍ଥାନ ପାଇଛନ୍ତି…