ODISHA ଭୂମିକମ୍ପରେ ଥରିଲା କୋରାପୁଟ April 4, 2026 Newscraft ଥରିଲା ଓଡିଶାର ଦକ୍ଷିଣାଞ୍ଚଳ । କୋରାପୁଟ ସହିତ ନିକଟବର୍ତ୍ତି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ସାଧାରଣ ଲୋକଙ୍କ ମନରେ ଭୟପ ବାତାବରଣ ଖେଳିଯାଇଛି । ରାତି ପ୍ରାୟ ୧୧.୩୦ରେ ଭୂମିକମ୍ପ ଅନୁଭୂତି ହୋଇଥିବା ଜଣାପଡିଛି । ୪.୪…
ODISHA ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ April 2, 2026 Newscraft ଭୁବନେଶ୍ୱର, ୦୨/୦ ୪/୨୦୨୬: ଓଡ଼ିଶାର ୩୦ଟି ଜିଲ୍ଲାରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର (AWC) ଆଜି ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ…
ODISHA ରାଜ୍ୟରେ ଗ୍ୟାସ୍ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ April 2, 2026 Newscraft ଭୁବନେଶ୍ୱର, (୦୨/୦୪/୨୦୨୬): ରାଜ୍ୟରେ ଏଲ୍ପିଜି ଓ ପେଟ୍ରୋଲିୟମ୍ଜାତ ଦ୍ରବ୍ୟର ସୁଗମ ଯୋଗାଣ ସୁନିଶ୍ଚିତ କରିବାକୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ମାନ୍ୟବର ଗୃହନିର୍ମାଣ ଓ…
ODISHA ଜନଗଣନା ୨୦୨୭ ସମ୍ପୂର୍ଣ୍ଣ ନ ହେବା ଯାଏଁ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ବଦଳି ନ କରାଯିବାକୁ ନିର୍ଦ୍ଦେଶ April 2, 2026 Newscraft ରାଜ୍ୟରେ ଜନଗଣନା ୨୦୨୭ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏଥିନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ବିଭିନ୍ନ ବିଭାଗର ସଚିବ, ବିଭାଗୀୟ…
POLITICS ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ କେନ୍ଦୁଝର ପୌରପାଳିକା ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ March 30, 2026 Newscraft ଭୁବନେଶ୍ୱର,ତା.୩୦/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ କେନ୍ଦୁଝର ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ବିଜେଡି ଛାଡ଼ି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି…
ODISHA POLITICS ଡବଲ ଇଞ୍ଜିନ ସରକାର ନଖରାରେ ଅଟକାଇଲା ଚାଷୀଙ୍କୁ March 30, 2026 Newscraft ଭୁବନେଶ୍ୱର, ୩୦/୩: ସରକାର ବଦଳିଲା କିନ୍ତୁ ଚରିତ୍ର ବଦଳିଲା ନାହିଁ। ସେହି ସମାନ ଚରିତ୍ର, ସେହି ସମାନ ମାନସିକତା। ବିଜୁ ଜନତା ଦଳ ସରକାର ଚାଷୀ ନେତାମାନଙ୍କୁ ରସୁଲଗଡ଼ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ସୁଯୋଗ ଦେଉଥିଲା। କିନ୍ତୁ, ଦୁର୍ଭାଗ୍ୟ ଡବଲ…
SPORTS ସେଣ୍ଟ୍ରାଲ ଏସିଆ ବରିଷ୍ଠ ହ୍ୟାଣ୍ଡବଲ ପ୍ରତିଯୋଗିତା, ଭାରତୀୟ ଦଳରେ ସ୍ୱସ୍ତିକ ଓ ଗୌରୀଶଙ୍କର ପ୍ରାଶିକ୍ଷକ March 30, 2026 Newscraft ଭୁବନେଶ୍ୱର ଉ୍ଜ଼ବେକିସ୍ତାନର ସମରକାନ୍ଦ ଠାରେ ଚଳିତ ମାସ 31 ରୁ ଏପ୍ରିଲ 7 ତାରିଖ ପ୍ରଯ୍ୟନ୍ତ ପଞ୍ଚମ ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ଓଡ଼ିଶାର ସ୍ୱସ୍ତିକ ମହାପ୍ରସାଦ ପତି ସ୍ଥାନ ପାଇଛନ୍ତି…
ODISHA ରାଜ୍ୟ ସରକାର ପାଳିବେ ଓଡ଼ିଆ ପକ୍ଷ, ପନ୍ଦର ଦିନ ଧରି ଚାଲିବ କାର୍ଯ୍ୟକ୍ରମ March 30, 2026 Newscraft ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ଧରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ଭବ୍ୟତାର ସହ ପାଳନ କରାଯିବ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ…
NATIONAL POLITICS ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେଙ୍କ ଆପତ୍ତିଜନକ ମନ୍ତବ୍ୟ March 29, 2026 Newscraft ବିଜେପି ଏମପି ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ରଖିଛନ୍ତି। ନିଶିକାନ୍ତ କହିଛନ୍ତି ବିଜୁ ପଟ୍ଟନାୟକ ଥିଲେ ଆମେରିକାର ଗୁଇନ୍ଦା ସଂସ୍ଥା CIA ର ଏଜେଣ୍ଟ। ଯାହାକୁ ନେଇ ଏବେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।…
ODISHA POLITICS ବିଧାୟିକାଙ୍କ ଘରେ ପଶିଲା ପୁଲିସ March 29, 2026 Newscraft ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସରକାରୀ ବାସ ଭବନରେ କେସିଙ୍ଗା ପୋଲିସର ଚଢାଉ। ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନରେ ହତ୍ୟା ଧମକ ଦେବା ଅଭିଯୋଗରେ ଚଢ଼ାଉ କରିଛି…