NATIONAL ଭାରତୀୟ LPG ବୋଝେଇ ଜାହାଜକୁ ଛାଡ଼ିଲା ଇରାନ March 29, 2026 Newscraft ପଶ୍ଚିମ ଏସିଆ ଯୁଦ୍ଧ ଭିତରେ ବନ୍ଧୁ ଭାରତର ଆଉ ୨ଟି ଏଲପିଜି ବୋଝେଇ ଜାହାଜକୁ ଷ୍ଟ୍ରେଟ ଅଫ ହର୍ମୁଜ ଅତିକ୍ରମ କରିବାକୁ ଅନୁମତି ଦେଇଛି ଇରାନ। ଅନୁମତି ମିଳିବା ପରେ ୨ଟି ଭାରତୀୟ ଜାହାଜ ହର୍ମୁଜ ଅତିକ୍ରମ କରିଛନ୍ତି। ସୁରକ୍ଷିତ ଭାବେ…
NATIONAL ମମତାଙ୍କ ବିରୁଦ୍ଧରେ ଶାହା ଦେଲେ ଚାର୍ଜସିଟ March 29, 2026 Newscraft ମମତାଙ୍କୁ ରିପୋର୍ଟ ମାଗିଛନ୍ତି ଭାରତୀୟ ରାଜନୀତିର ଚାଣକ୍ୟ ଅମିତ ଶାହ । ଚାର୍ଜସିଟ୍ ବା ‘ଅଭିଯୋଗନାମା’ ଜରିଆରେ ୧୪ଟି ବିଭିନ୍ନ କ୍ଷେତ୍ରରେ TMC ସରକାରର ବିଫଳତାକୁ ପଦାରେ ପକାଇଛନ୍ତି । କହିଛନ୍ତି, ବେଙ୍ଗଲରେ ଅରାଜକତା ବୃଦ୍ଧି ପାଉଛି, ବିଭିନ୍ନ ଯୋଜନାରେ ଦୁର୍ନୀତି…
POLITICS ରାମନବମୀ ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକଙ୍କ ଉନ୍ମତ କାଣ୍ଡ: ବିଜେଡି March 28, 2026 Newscraft ଭୁବନେଶ୍ୱର, ୨୮/୦୩/୨୦୨୬: ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସାମ୍ନାରେ…
SPORTS ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଭାରତର ସର୍ବପ୍ରଥମ ଇନ୍ଡୋର ଦୌଡ଼କୁଦ ଚମ୍ପିଆନ୍ସିପ୍ March 24, 2026 Newscraft ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଭାରତର ସର୍ବପ୍ରଥମ ଇନ୍ଡୋର ଦୌଡ଼କୁଦ ଚମ୍ପିଆନ୍ସିପ୍ ଆଜିଠାରୁ ଆୟୋଜିତ ହୋଇଛି । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଦକ୍ଷିଣ ଏସିଆର ଏକମାତ୍ର ଇନ୍ଡୋର ଦୌଡ଼କୁଦ ଷ୍ଟାଡିୟମରେ ଏହି ଦୁଇଦିନିଆ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭାରତୀୟ ଦୌଡ଼କୁଦ ମହାସଂଘ…
ODISHA ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍ଘାଟିତ March 23, 2026 Newscraft ଭୁବନେଶ୍ୱର, ୨୩/୦୩/୨୦୨୬ ଖଦି ଆର୍ଥିକ ସମୃଦ୍ଧିର ଉତ୍ସ । ଏହା ସ୍ଵଦେଶୀ ପ୍ରୀତିର ପ୍ରତୀକ ବୋଲି ମାନ୍ୟବର ଭୁବନେଶ୍ୱର (ଏକାମ୍ର) ବିଧାୟକ ବାବୁ ସିଂ କହିଛନ୍ତି । ସ୍ଥାନୀୟ ରାମମନ୍ଦିର ନିକଟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟଠାରେ ଆୟୋଜିତ ଓଡ଼ିଶା…
ODISHA POLITICS ବୁମେରାଂ ହେଲା ଦଳୀୟ ଶୃଙ୍ଖଳା, ବିଜେଡ଼ିରେ ବଢ଼ିଲା ବିଶୃଙ୍ଖଳା March 23, 2026 Newscraft ନବୀନଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବଢ଼ାଇଲା ବିଶୃଙ୍ଖଳା। ରାଜ୍ୟ ସଂଗଠନ ସଜାଡୁ ସଜାଡୁ ବିଗିଡ଼ିଲାଣି ଜିଲ୍ଲା ସଂଗଠନ। ନେତାଙ୍କୁ ନିଲମ୍ବନ ପରେ ଦଳ ଛାଡିଲେ ସମର୍ଥକ। ପୁଣି ତେଜିଲା ପାଣ୍ଡିଆନଙ୍କ ବିରୋଧରେ ପ୍ରତିବାଦ। ନିଲମ୍ବନ ବିରୋଧରେ ବର୍ଷିଲେ ନେତା। ଏପଟେ ବିଜେଡି କହିଛି…
ODISHA ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ March 23, 2026 Newscraft ଭୁବନେଶ୍ୱର, ମାର୍ଚ୍ଚ ୨୩, ୨୦୨୬: ଚଳିତ ବର୍ଷ ଏପ୍ରିଲ ମାସରେ ରୌଦ୍ରତାପ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏଣୁ ପ୍ରଚଣ୍ଡ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଚଳିତ ବର୍ଷ ଏପ୍ରିଲ ମାସ…
ODISHA ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଦ୍ୱାରା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ March 22, 2026 Newscraft ଭୁବନେଶ୍ୱର , 22/03/2026: ଆଜି ଲୋକସେବା ଭବନ ଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟତଃ ସରକାରୀ ହସ୍ପିଟାଲ ଗୁଡିକରେ…
ODISHA ଅହମ୍ମଦାବାଦରେ ‘ଓଡ଼ିଶା ପର୍ବ’ ଅବସରରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ଅନୁଷ୍ଠିତ March 22, 2026 Newscraft ଭୁବନେଶ୍ଵର, ୨୨/୦୩/୨୦୨୬: ଅହମ୍ମଦାବାଦରେ ଚାଲିଥିବା ‘ଓଡ଼ିଶା ପର୍ବ’ର ଦ୍ଵିତୀୟ ଦିବସ ଅବସରରେ ଏକ ହୃଦୟସ୍ପର୍ଶୀ ଓଡ଼ିଆ ପ୍ରବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଗୁଜରାଟର ବିଭିନ୍ନ ପ୍ରାନ୍ତରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ଏକତ୍ରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର…
SPORTS ୫ ଟି ସ୍ବର୍ଣ୍ଣ ସହିତ ୧୭ଟି ପଦକ ପାଇଲା ଓଡିଶା March 21, 2026 Newscraft ଭୁବନେଶ୍ୱର, 21 ମାର୍ଚ୍ଚ 2026 : ୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସମସ୍ତ ବିଜେତା ଆଥଲେଟ ମାନଙ୍କୁ…