Author: Newscraft

ଭୁବନେଶ୍ୱରରେ ଜମିବ ବିଶ୍ୱସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତା

ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୬: ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଆସନ୍ତା ୨୨ ଅଗଷ୍ଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁରର ସିଲଭର୍ ମିଟ୍ ଆୟୋଜିତ ହେବ। ରାଜ୍ୟ…

ଦକ୍ଷତା ବିକାଶରୁ ସଫଳତାର ଶିଖର: ରାଷ୍ଟ୍ରପତି ଭବନରେ ଭେଷମତୀ ନାଏକ

ଦକ୍ଷତା ବିକାଶକୁ ନିଜ ଜୀବନର ନୂଆ ଦିଗ ଭାବେ ବାଛି ଆଜି ସଫଳତାର ଶିଖର ଛୁଇଁଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ତିଲେଇମାଲ ଗ୍ରାମର ଭେଷମତୀ ନାଏକ। ଗ୍ରାମୀଣ ପରିବେଶରୁ ଆସି ନିଜ ଦକ୍ଷତା, ନିଷ୍ଠା ଓ କଠିନ ପରିଶ୍ରମ ବଳରେ…

ବନ୍ୟା ପୀଡ଼ିତଙ୍କ ପାଇଁ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍; ରିଲିଫ୍ ଓ ପୁନର୍ବାସକୁ ଗୁରୁତ୍ୱ

ଭୁବନେଶ୍ୱର, ୩ ଅଗଷ୍ଟ: ଚଳିତ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ପରିସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ; ଉଚ୍ଚଶିକ୍ଷା ଓ କୌଶଳ ବିକାଶକୁ ମିଳିବ ନୂଆ ଦିଗ

କଟକ, ୩ ଅଗଷ୍ଟ: ବାଆଁରାସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍‌ଘାଟନ ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଶ୍ୱବିଦ୍ୟାଳୟ କେବଳ ଏକ ନୂତନ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଓଡ଼ିଶାରେ ଉଚ୍ଚଶିକ୍ଷା, ଗବେଷଣା, କୌଶଳ ବିକାଶ ଓ ନୈତିକ…

ଆସନ୍ତା ୩ ବର୍ଷରେ ଗାଁରେ ପହଞ୍ଚିବ ଅପ୍ଟିକାଲ୍ ଫାଇବର ଇଣ୍ଟରନେଟ୍, ୫୦ ହଜାରରୁ ଅଧିକ ଗାଁକୁ ମିଳିବ ହାଇସ୍ପିଡ୍ ସଂଯୋଗ

ଭୁବନେଶ୍ୱର, ୨୯ ଜୁଲାଇ: ଓଡ଼ିଶାର ଗ୍ରାମାଞ୍ଚଳରେ ଡିଜିଟାଲ୍ ସଂଯୋଗ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଥିବାବେଳେ, ଏହା ମାଧ୍ୟମରେ…

ରାହୁଳ ଗାନ୍ଧୀଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ପ୍ରସଙ୍ଗ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ୱର, ୨୯ ଜୁଲାଇ: ସୋସିଆଲ ମିଡିଆରେ ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ବିରୋଧରେ କଥିତ ଅପମାନଜନକ ମନ୍ତବ୍ୟ ଓ ହତ୍ୟା ଧମକ ସମ୍ପର୍କିତ ପୋଷ୍ଟକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଗଭୀର ଉଦ୍ବେଗ ପ୍ରକାଶ କରିଛି।…

ବନ୍ୟା ପରିଚାଳନାରେ ସରକାର ବିଫଳ ବୋଲି ବିଜେଡିର ଅଭିଯୋଗ

ଭୁବନେଶ୍ୱର, ୨୯ ଜୁଲାଇ: ରାଜ୍ୟରେ ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଦଳର ଅଭିଯୋଗ ଅନୁଯାୟୀ, ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ସତର୍କ ସୂଚନା…

ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପ: ୨୩ ବର୍ଷ ପରେ ବି ଶେଷ ହେବାର ସମୟସୀମା ଅସ୍ପଷ୍ଟ

ଭୁବନେଶ୍ୱର: ପ୍ରାୟ ୨୩ ବର୍ଷ ଧରି ଚାଲିଥିବା ତାଳଚେର–ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେବି ସ୍ପଷ୍ଟ ହୋଇନାହିଁ। ରାଜ୍ୟସଭାରେ ଏହି ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସମ୍ପର୍କରେ…

ନୀତି ଆୟୋଗ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ-୨୦୨୬: ଶୀର୍ଷ ୫ ରାଜ୍ୟ ମଧ୍ୟରେ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୩ ଜୁଲାଇ: ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ-୨୦୨୬ରେ ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ପୂର୍ବ ଓ ଉତ୍ତର ଭାରତରୁ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଏହି ତାଲିକାରେ ସ୍ଥାନ ଅଧିକାର…

ଛାତ୍ରଛାତ୍ରୀଙ୍କ ନାଁରେ ଦେଶରେ ଏକ ଖରାପ ପରମ୍ପରା ସୃଷ୍ଟି କରାଯାଉଛି। ଏହା ପ୍ରକୃତ ଛାତ୍ର ଆନ୍ଦୋଳନ ନୁହେଁ; ବରଂ ରାଜନୈତିକ ଉଦ୍ଦେଶ୍ୟରେ ଦେଶରେ ଅରାଜକତା ସୃଷ୍ଟି କରିବାର ଏକ ପ୍ରୟାସ।

ଛାତ୍ରଛାତ୍ରୀମାନଙ୍କୁ ମୋର ଅନୁରୋଧ, ସେମାନେ କୌଣସି ବିଭ୍ରାନ୍ତିରେ ନପଡ଼ି ନିଜ କ୍ୟାରିୟର ଓ ଭବିଷ୍ୟତ ଉପରେ ଗୁରୁତ୍ୱ ଦିଅନ୍ତୁ। ରାଜ୍ୟ ସରକାର ଏପର୍ଯ୍ୟନ୍ତ ୫୦ ହଜାର ଯୁବକ-ଯୁବତୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଜାରି…