Category: POLITICS

ସସ୍ମିତଙ୍କ ସ୍ଥାନରେ ମାନସ

ନିକଟରେ ରାଜ୍ୟସଭାର ସଂସଦୀୟ ଦଳ ନାତା ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଆଜି ତାଙ୍କ ସ୍ଥାନ ନେଇଛନ୍ତି ମାନସ ମଙ୍ଗରାଜ । ମାନସ ଏହି ପଦ ନେବା ପାଇଁ ଚାହୁଁଥିଲେ ଏବଂ ସେ ଏଥିପାଇଁ ଷଡଯନ୍ତ୍ର…

ବିଜେଡି ପରିତ୍ୟାଗ କରି ବିଜେପିରେ ଯୋଗଦେଲେ କେନ୍ଦୁଝର ପୌରପାଳିକା ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ

ଭୁବନେଶ୍ୱର,ତା.୩୦/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ କେନ୍ଦୁଝର ପୌରପାଳିକାର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ବିଜେଡି ଛାଡ଼ି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି…

ଡବଲ ଇଞ୍ଜିନ ସରକାର ନଖରାରେ ଅଟକାଇଲା ଚାଷୀଙ୍କୁ

ଭୁବନେଶ୍ୱର, ୩୦/୩: ସରକାର ବଦଳିଲା କିନ୍ତୁ ଚରିତ୍ର ବଦଳିଲା ନାହିଁ। ସେହି ସମାନ ଚରିତ୍ର, ସେହି ସମାନ ମାନସିକତା। ବିଜୁ ଜନତା ଦଳ ସରକାର ଚାଷୀ ନେତାମାନଙ୍କୁ ରସୁଲଗଡ଼ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ସୁଯୋଗ ଦେଉଥିଲା। କିନ୍ତୁ, ଦୁର୍ଭାଗ୍ୟ ଡବଲ…

ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେଙ୍କ ଆପତ୍ତିଜନକ ମନ୍ତବ୍ୟ

ବିଜେପି ଏମପି ନିଶିକାନ୍ତ ଦୁବେ ବିଜୁ ପଟ୍ଟନାୟକଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ରଖିଛନ୍ତି। ନିଶିକାନ୍ତ କହିଛନ୍ତି ବିଜୁ ପଟ୍ଟନାୟକ ଥିଲେ ଆମେରିକାର ଗୁଇନ୍ଦା ସଂସ୍ଥା CIA ର ଏଜେଣ୍ଟ। ଯାହାକୁ ନେଇ ଏବେ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।…

ବିଧାୟିକାଙ୍କ ଘରେ ପଶିଲା ପୁଲିସ

ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସରକାରୀ ବାସ ଭବନରେ କେସିଙ୍ଗା ପୋଲିସର ଚଢାଉ। ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନରେ ହତ୍ୟା ଧମକ ଦେବା ଅଭିଯୋଗରେ ଚଢ଼ାଉ କରିଛି…

ରାମନବମୀ ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକଙ୍କ ଉନ୍ମତ କାଣ୍ଡ: ବିଜେଡି

ଭୁବନେଶ୍ୱର, ୨୮/୦୩/୨୦୨୬: ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସାମ୍ନାରେ…

ବୁମେରାଂ ହେଲା ଦଳୀୟ ଶୃଙ୍ଖଳା, ବିଜେଡ଼ିରେ ବଢ଼ିଲା ବିଶୃଙ୍ଖଳା

ନବୀନଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବଢ଼ାଇଲା ବିଶୃଙ୍ଖଳା। ରାଜ୍ୟ ସଂଗଠନ ସଜାଡୁ ସଜାଡୁ ବିଗିଡ଼ିଲାଣି ଜିଲ୍ଲା ସଂଗଠନ। ନେତାଙ୍କୁ ନିଲମ୍ବନ ପରେ ଦଳ ଛାଡିଲେ ସମର୍ଥକ। ପୁଣି ତେଜିଲା ପାଣ୍ଡିଆନଙ୍କ ବିରୋଧରେ ପ୍ରତିବାଦ। ନିଲମ୍ବନ ବିରୋଧରେ ବର୍ଷିଲେ ନେତା। ଏପଟେ ବିଜେଡି କହିଛି…

ମାନସିକ ଅସ୍ଥିରତା ଦେଇ ଗତି କରୁଛନ୍ତି
ପ୍ରଭାତ ବିଶ୍ୱାଳ: ବିଜେଡି

ଭୁବନେଶ୍ୱର, ୨୧/୦୩/୨୦୨୬: ଚିଟଫଣ୍ଡ ଭଳି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜୁ ଜନତା ଦଳର ନୀତି ଓ ନୈତିକତାକୁ ନେଇ ଟିପ୍ପଣୀ ଦେବା ଜଣେ ପାଗଳର ବାଚଳାମୀ । ରାଜ୍ୟସଭା ନିର୍ବାଚନରେ ପୁଅ ସୌଭିକ ବିଶ୍ୱାଳଙ୍କୁ…

ମିଥ୍ୟା ଅଭିଯୋଗରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ନେତୃତ୍ବଙ୍କୁ ଗିରଫ

ଭୁବନେଶ୍ବର,୨୦!୩: ନବନିର୍ମାଣ କୃଷକ ସଂଗଠନ ଛାମୁଆ ନେତା ତଥା ସୋନପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀଙ୍କୁ ପୋଲିସ ଯେଭଳି ଭାବରେ ମିଥ୍ୟା ମକଦ୍ଦମାରେ ସଙ୍ଗିନ ଦଫା ଲଗାଇ ଜେଲ୍ ପଠାଇଛି ଏହା ଓଡ଼ିଶାର ରାଜନୈତିକ ଇତିହାସରେ କଳଙ୍କିତ କାହାଣୀ। ସଂପୂର୍ଣ୍ଣ ମିଥ୍ୟା…

ଜଟଣୀ ବାସୀଙ୍କ ପାଇଁ 18 କୋଟିର ପାନୀୟ ଜଳ ପ୍ରକଳ୍ପ ଉପହାର

ଜଟଣୀ ପୌର ପରିଷଦ ଜନତାଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବଡ଼ ପ୍ରକଳ୍ପ ଉପହାର । ଆଜି ଜଟଣୀ 7 ନମ୍ବର ଓ୍ବାର୍ଡର ରାମଚନ୍ଦ୍ରପୁର ଠାରେ ପୁରୁଣା ପିଏଚଡି ପଡିଆରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରାୟ 18 କୋଟିର ଏକ…