ରାଜନୀତିର ରୋଚକ ରୂପରାଜନୈତିକ ପ୍ରତିଦ୍ୱନ୍ଦିତା କରୁଥିବା ନେତାଙ୍କ ଏହି ଭେଟଘାଟକୁ ସୋସିଆଲ ମିଡିଆରେ ପ୍ରଚୁର ପ୍ରଶଂସା ମିଳିଛି । ୟୁଜର ମାନେ କହିଛନ୍ତି ଏହା ଏକ ସୁନ୍ଦର ଛବି। ତେବେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଘରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ହୋଇଥିବା ଟିଭିକେ ନେତା ଜୋସେଫ ବିଜୟ । ଉଭୟ ପରସ୍ପରକୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଦକ୍ଷିଣ ଭାରତୀୟ ରାଜ୍ୟର ଏ ଦୃଶ୍ୟ ଦେଖି ଦେଶରେ ଘୃଣା ହିଂସା ଓ ଧାର୍ମିକ ବିଦ୍ୱେଷ ବାଣ୍ଟି ରାଜନୀତି କରୁଥିବା କିଛି ଲୋକଙ୍କ ଦେହରେ କରେଣ୍ଟ ଲାଗିଥିବ ନିଶ୍ଚୟ ବୋଲି ସୋସିଆଲ ମିଡିଆରେ ୟୁଜରମାନେ କହିଥିବା ବେଳେ ଏହି ଫଟୋ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଉଭୟ ରାଜନୈତିକ ପ୍ରତିଦ୍ୱନ୍ଦି ପରସ୍ପରକୁ କୋଳାଗ୍ରତ କରୁଛନ୍ତି । Post navigation ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭକ୍ତ ଗୁଜୁରାଟରେ ମୋଦିଙ୍କ ବିଶାଳ ରୋଡ଼ ସୋ