Category: ODISHA

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା, ସୁରକ୍ଷା ଉପରେ ଜୋର

ରାଜ୍ୟ ସରକାରର ଦୁଇ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରର ବାର ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୯ ଓ ୨୦ ଜୁନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ…

ଗାଡ଼ିରେ ମିଳୁଛି ବିଭିନ୍ନ ପିଠା

ଆରମ୍ଭ ହୋଇଛି ଓଡ଼ିଶାର ଗଣ ପର୍ବ ରଜ । ଉତ୍ସବ ମୁଖର ହୋଇଛି ଗାଁଠୁ ସହର । ଘରେ ଘରେ ଜମିଛି ପୋଡ଼ ପିଠାର ଆସର । ରଜ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି “ପିଠା ଅନ୍ ହ୍ୱିଲ୍ସ” କାର୍ଯ୍ୟକ୍ରମ…

ରାଜଧାନୀ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଭାଙ୍ଗିଲା ଗଛ, ଉଡ଼ିଲା ଘର ଛାରଖାର କଲା ଜନତା ମଇଦାନ ର ରଜ ଉତ୍ସବ ।

ରାଜଧାନୀ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଭାଙ୍ଗିଲା ଗଛ, ଉଡ଼ିଲା ଘର ଛାରଖାର କଲା ଜନତା ମଇଦାନ ର ରଜ ଉତ୍ସବ । ସେପଟେ ତାତିରୁ ତ୍ରାହି ଆସ୍ବସ୍ଥି ଆଣିଛି କୁଆ ପଥର ବର୍ଷା । ରାଜଧାନୀ ରେ କାଳବୈଶାଖୀ…

ବିଜେପିକୁ ଭୋଟ ଦେଇ ଲୋକ ପଶ୍ଚାତାପ କରୁଛନ୍ତି : ଅରୁଣ ସାହୁ

୨୦୨୪ ମସିହା ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇଲା ଓ ବିଜେପି ସରକାର କଲା। ଏ ଫଳାଫଳ ଅପ୍ରତ୍ୟାଶିତ। ୨ ବର୍ଷ ପରେ ଜନସାଧାରଣ ପଶ୍ଚାତାପ କରୁଛନ୍ତି। କିନ୍ତୁ ବଡ଼ କଥା ହେଉଛି ଯାହା ହେଉ ପୂର୍ବରୁ ବିଜେପି ଲୋକମାନେ…

କୋଷ୍ଟାଲ ହାଇଓ୍ବେକୁ ନେଇ ମୁହାଁମୁହିଁ ସଞ୍ଜୟ – ପୃଥ୍ବୀରାଜ

ଏବେ କୋଷ୍ଟାଲ ହାଇୱେ ପାଇଁ ଯେଉଁ ରୁଟ୍ ଯାଉଛି ତାହା ଚିଲିକା ଓ ସମୁଦ୍ର ଉପକୂଳରେ ଯାଉଛି। ଯେଉଁ ମାନେ କହୁଛନ୍ତି ସେମାନେ ଥରେ ମ୍ୟାପ୍ ଓ ଗୁଗଲ ମ୍ୟାପ୍ ରେ ଦେଖନ୍ତୁ। ଦୀର୍ଘ ୧୫ ବର୍ଷ ଧରି କୋଷ୍ଟାଲ ହାଇୱେ…

ଭତ୍ତାକୁ ନେଇ ଆଶ୍ୱାସନା ଦେଲେ ମନ୍ତ୍ରୀକେବେ ମିଳିବ ଆଶ୍ୱସ୍ତି?

ଭୁବନେଶ୍ୱର: ଦୀର୍ଘ ଦୁଇମାସ ହେଲା ମିଳିନି ଭତ୍ତା, ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବଢ଼ିଲା ଆଶା । ଓଡ଼ିଶାର ବିଭିନ୍ନ ସ୍ଥାନରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ସ୍ୱରୂପ ମିଳୁଥିବା ଭତ୍ତା ଦୀର୍ଘ ଦୁଇମାସ ଧରି ମିଳିନଥିବା…

ଓଡ଼ିଶାରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: ବଢ଼ିଲା SC, ST ଓ SEBC ସଂରକ୍ଷଣ

ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମଲେଖା ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିଛନ୍ତି ମୋହନ ମାଝୀ ସରକାର। ଇଞ୍ଜିନିୟରିଂ ଏବଂ ମେଡିକାଲ ପରି ବୈଷୟିକ ପାଠ୍ୟକ୍ରମରେ ଏଣିକି ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ…

ଅପରାଜିତାଙ୍କ ନୂଆ ଟିମ, ବିଗାଡ଼ି ପାରେ ବିଜେପିର ଅଙ୍କ

ପୁଣି ଆକ୍ଟିଭ ମୋଡ଼ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଅପରାଜିତା ନିଜର ନୂଆ ଟିମ୍ ତିଆରି କରୁଛନ୍ତି ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା। ଅପରାଜିତାଙ୍କ କିଛି ଏହିପରି ଅନ୍ଦାଜ୍ ୨୦୨୪ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳୁଥିଲା। ନିଜ ଲାଇନର ନେତାଙ୍କୁ…

ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କୁ ବାହାର କରାଯିବ

ମେ ୩୦ ତାରିଖରୁ ଘର ବୁଲିବେ ବିଏଲଓ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ 80 ହଜାର ଭୋଟର ବାଦ ପଡିଛନ୍ତି ଯେଉଁମାନେ ଭାରତୀୟ ନାଗରିକ ନାହଁନ୍ତି ସେମାନଙ୍କୁ ବାହାର କରାଯିବ ରାଜ୍ୟରେ ଏସଆଇଆର ଆରମ୍ଭ କରାଯିବ। ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ…

ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅପିଲ

ଓଡ଼ିଶା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା କୁ ଗୁରୁତ୍ୱ ଦେଉଛି |ପ୍ରଧାନମନ୍ତ୍ରୀ ଯାହା ଆହ୍ୱାନ କରିଛନ୍ତି ସେଟା ସମାଜ ପାଇଁ ଆବଶ୍ୟକ |ଅଣାୟତ୍ତ ଭାବରେ ଯେଉଁ ସବୁ ଗାଡି କିଣାଯାଉଛି ସେଥିପାଇଁ SOP ଜାରି ହୋଇଛି |ଯେଉଁମାନେ ଗାଡି ନେବେ ପ୍ରଥମେ ପାର୍କିଙ୍ଗ…