Category: ODISHA

ସରକାରୀ ବସରେ ଯିବେ ପରିବହନ ମନ୍ତ୍ରୀ

ବିଶ୍ୱ ବଜାରରେ ତୈଳ ସଙ୍କଟ ଅଛି। ପ୍ରଧାନମନ୍ତ୍ରୀ ଜି ଙ୍କ ଅପିଲ ଭାରତର ଅର୍ଥନୈତିକ ସୁରକ୍ଷା ପାଇଁ । ଖର୍ଚ୍ଚ କମ୍ କରିବା ମୁଖ୍ୟ କଥା। ସୁନା ନ କିଣିବା ସହ ବିଦେଶ ଗସ୍ତ ମଧ୍ୟ କମ୍ କରିବାକୁ ନିର୍ଦ୍ଦେଶ। ନିକଟରେ…

ଓଡ଼ିଶାରେ ହଠାତ ଏତିକି ହୋଇଗଲା ସୁନା ଦର ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ସୁନା ଦରରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ବିଶେଷ କରି କେନ୍ଦ୍ର ସରକାର ସୁନା ଅଳଙ୍କାର ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା କିଛି ସାମଗ୍ରୀ (Findings) ଉପରେ ୫% ଆମଦାନୀ ଶୁଳ୍କ ଲାଗୁ କରିବା…

ବଢ଼ୁଛି ବାତ୍ୟା ଆଶଙ୍କା

ଦକ୍ଷିଣ ଆଣାମାନ ସାଗରରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ସକ୍ରିୟ ହେବା ପରେ ବାତ୍ୟାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଅନ୍ୟପଟେ କାଳବୈଶାଖୀ ଡରଉଛି । ଆସନ୍ତା ୧୩ ତାରିଖ ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ…

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟଏଥିସହ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପାଇଁ ବଢ଼ିଲା ଆଶା ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନଏଫପିଏ) ଦ୍ୱାରା ମିଳିତ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ ଯୋଗ ଦେଇ…

ମେ ପାଲଟିଲା ମରଣ ମାସ

୨ ତାରିଖରେ କଣାସ୫ ତାରିଖରେ ହିଂଜିଳି୭ ତାରିଖରେ ବାଲିଅନ୍ତା ଓ ୮ ତାରିଖରେ ବାଲିପାଟଣାସପ୍ତାହକ ଭିତରେ ଘଟିଲାଣି ବଡ଼ ବଡ଼ କାଣ୍ଡ କାରନାମା । ସରକାରଙ୍କୁ ଜାତୀୟ ସ୍ତରରେ ନିନ୍ଦା ଦେବା ଭଳି ଏମିତି ଘଟଣା ଘଟିଛି ଯାହାକୁ ନେଇ ଆଇନ…

ବାଲିଅନ୍ତା ମବ୍‌ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍‌ଧ

ବାଲିଅନ୍ତା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ l କଲିକତାରୁ ଫେରିଲା ପରେ ଉଚ୍ଚସ୍ତରୀୟ ବୈଠକ ଡ଼ାକି ବର୍ଷିଲେ ମୁଖ୍ୟମନ୍ତ୍ରୀ l ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା…

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !, ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ହୋଇଛି ପୂର୍ତ୍ତ ବିଭାଗ

ରାଜଧାନୀ ଭୁବନେଶ୍ୱରର ଓଲ୍ଡ ଏୟାରପୋର୍ଟ ରୋଡ୍‌ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍‌କୁ ନେଇ ଏବେ ବଡ଼ ପ୍ରଶାସନିକ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି। ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍…

ବ୍ଲାକମେଲ କରୁଥିଲେ IPS, ଏପ୍ରିଲରୁ ବନ୍ଦ ଥିଲା ଦରମା

ସୌମ୍ୟରଞ୍ଜନ ହତ୍ୟାରେ ନୂଆ ଟ୍ଵିଷ୍ଟ ଆଇପିଏସ୍ ଙ୍କ ଘରେ ମାଗଣାରେ ଖଟୁଥିଲେ ସୌମ୍ୟଗଲା ଏପ୍ରିଲରେ ଆଇପିଏସ୍ ଙ୍କ ସହ ହୋଇଥିଲା ବଚସାଏପ୍ରିଲ ମାସରୁ ଦରମା ବନ୍ଦ ଥିଲା ବାଲିଅନ୍ତାରେ ଘଟିଥିବା ହତ୍ୟାକାଣ୍ଡରେ ଆସିଛି ନୂଆ ଟ୍ଵିଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ…

ଓଡ଼ିଶାକୁ ଆସିବ ୪୮,୩୩୦ କୋଟି ଟଙ୍କାର ପୁଞ୍ଜି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ ଓଡ଼ିଶାର ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ନୂଆ ଆଶା ସୃଷ୍ଟି କରିଛି। ଗୁଜରାଟରୁ ଫେରିବା ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ ଯେ, ଆଗାମୀ ଦଶ ବର୍ଷ…

ବଦଳିବେ ଓଡିଶାର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ଗିରିଶ ମୂର୍ମୁ

ଗିରିଶ ମୂର୍ମୁଙ୍କୁ ନେଉ ବଢିଲା ଚର୍ଚ୍ଚା ବଦଳି ପାରନ୍ତି ମୋହନ ମାଝୀ ସରକାର । ତାଙ୍କ ଯାଗା ନେଇ ପାରନ୍ତି ଗିରିଶ ମୁର୍ମୁ । ରାଜ୍ୟରେ ପୁଣି ଏକ ବଡ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କେବଳ ମନ୍ତ୍ରୀ ମଣ୍ଡଳ…