ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାର ସକ୍ରିୟ, ୩ ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ଗଠନ

ଭୁବନେଶ୍ୱର, ୧୭ ଜୁନ: ରାଜ୍ୟର ସ୍କୁଲ୍ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ବିଭିନ୍ନ ତ୍ରୁଟିକୁ ନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ…

ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ସହାୟତା ଓ ନ୍ୟାୟ ଦାବି କଲେ ତିଖିରି ସରପଞ୍ଚ

କେନ୍ଦ୍ରାପଡ଼ା: ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ନିଜ ସହ ଘଟିଥିବା କଥିତ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ପତ୍ରରେ ସେ ଘଟଣାର ନିରପେକ୍ଷ ତଦନ୍ତ ସହ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ହସ୍ତକ୍ଷେପ…

ନୂତନ ପାଠ୍ୟପୁସ୍ତକରେ ବହୁ ତ୍ରୁଟି ନେଇ ସରକାରଙ୍କୁ ବିଜେଡିର ଟାର୍ଗେଟ

ରାଜ୍ୟରେ ନୂତନ ଶିକ୍ଷା ନୀତି ଆଧାରିତ ଭାବେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମାଧ୍ୟମ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଥିବା ଅଭିଯୋଗ କରି ବିଜେଡି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛି। ଦଳର କହିବା ଅନୁସାରେ, ଏହି…

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା, ସୁରକ୍ଷା ଉପରେ ଜୋର

ରାଜ୍ୟ ସରକାରର ଦୁଇ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରର ବାର ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୯ ଓ ୨୦ ଜୁନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ…

ଓଡ଼ିଶା ଜନତା କଂଗ୍ରେସ ପାର୍ଟି ମଧ୍ୟ ଧୁମ୍ ଧାମରେ ପାଳନ କରୁଛି ରଜ

ଓଡ଼ିଶାରେ ରଜର ସ୍ୱତନ୍ତ୍ରତା ରହୁଛି। ଓଡ଼ିଶା ଜନତା କଂଗ୍ରେସ ପାର୍ଟି ମଧ୍ୟ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ସମୟରେ ମହିଳା ସଶକ୍ତିକରଣ ଖାଲି ଓଡ଼ିଶାରେ କୁହା ଯାଉଛି। ବିଗତ ଦିନରେ ଚାମେଲି ସହ ଯାହା ଘଟି ଯାଇଛି ଓ ଯେଉଁଭଳି…

ଆଇ ଏଚ ଏଫ ଟ୍ରଫି ହ୍ୟାଣ୍ଡବଲ, ଭାରତକୁ ସ୍ବର୍ଣ୍ଣ ଦେଲେ ସ୍ୱସ୍ତିକ

ଭୁବନେଶ୍ୱର -10 ରୁ 14 ପ୍ରଯ୍ୟନ୍ତ ବାଂଲାଦେଶ ର ଢାକା ସହରରେ ଅନୁଷ୍ଠିତ ହୋଇଥିବା ଆଇ ଏଚ ଏଫ ଟ୍ରଫି ରେ ଭାରତ ତାର କ୍ରମାଗତ ବିଜୟ ପରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଓଡିଶା ର ଏକ ମାତ୍ର ଖେଳାଳି…

ଗାଡ଼ିରେ ମିଳୁଛି ବିଭିନ୍ନ ପିଠା

ଆରମ୍ଭ ହୋଇଛି ଓଡ଼ିଶାର ଗଣ ପର୍ବ ରଜ । ଉତ୍ସବ ମୁଖର ହୋଇଛି ଗାଁଠୁ ସହର । ଘରେ ଘରେ ଜମିଛି ପୋଡ଼ ପିଠାର ଆସର । ରଜ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି “ପିଠା ଅନ୍ ହ୍ୱିଲ୍ସ” କାର୍ଯ୍ୟକ୍ରମ…

ଦିଲ୍ଲୀର ଜନ୍ତର ମନ୍ତରରେ ଶୁଭିଲା ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅ ସ୍ୱର

ସାମାଜିକ ଗଣମାଧ୍ୟମରୁ ଆରମ୍ଭ ହୋଇଥିବା ମିମ୍ସ ନେଲା ଆନ୍ଦୋଳନର ରୂପ ।ଯୋଡ଼ି ହେଲେ ଯୁବପୀଢ଼ିଦିଲ୍ଲୀର ଜନ୍ତର ମନ୍ତରରେ ଶୁଭିଲା ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅ ସ୍ୱର । ଯୁବପୀଢ଼ିଙ୍କ ଦ୍ୱାରା ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା କକରୋଚ ଜନତା ପାର୍ଟି ଏକ…

ରାଜଧାନୀ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଭାଙ୍ଗିଲା ଗଛ, ଉଡ଼ିଲା ଘର ଛାରଖାର କଲା ଜନତା ମଇଦାନ ର ରଜ ଉତ୍ସବ ।

ରାଜଧାନୀ ରେ ତାଣ୍ଡବ ରଚିଲା କାଳବୈଶାଖୀ । ଭାଙ୍ଗିଲା ଗଛ, ଉଡ଼ିଲା ଘର ଛାରଖାର କଲା ଜନତା ମଇଦାନ ର ରଜ ଉତ୍ସବ । ସେପଟେ ତାତିରୁ ତ୍ରାହି ଆସ୍ବସ୍ଥି ଆଣିଛି କୁଆ ପଥର ବର୍ଷା । ରାଜଧାନୀ ରେ କାଳବୈଶାଖୀ…

ବିଜେପିକୁ ଭୋଟ ଦେଇ ଲୋକ ପଶ୍ଚାତାପ କରୁଛନ୍ତି : ଅରୁଣ ସାହୁ

୨୦୨୪ ମସିହା ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇଲା ଓ ବିଜେପି ସରକାର କଲା। ଏ ଫଳାଫଳ ଅପ୍ରତ୍ୟାଶିତ। ୨ ବର୍ଷ ପରେ ଜନସାଧାରଣ ପଶ୍ଚାତାପ କରୁଛନ୍ତି। କିନ୍ତୁ ବଡ଼ କଥା ହେଉଛି ଯାହା ହେଉ ପୂର୍ବରୁ ବିଜେପି ଲୋକମାନେ…