NATIONAL ସାଂସଦ ଦିଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ସୂଚନା: ଦେଶର ବିଭିନ୍ନ ଅଦାଲତରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ July 23, 2026 Newscraft ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲାର ସଦ୍ୟତମ ତଥ୍ୟ ପ୍ରକାଶ କରିଛନ୍ତି। ରାଜ୍ୟସଭାରେ ସେ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ରାଜ୍ୟଭିତ୍ତିକ ବିଚାରାଧୀନ…
ODISHA NITI Aayog Investment Friendliness Index 2026: ନିବେଶ ପାଇଁ ଦେଶର ଶୀର୍ଷ ୫ ରାଜ୍ୟ ମଧ୍ୟରେ ଓଡ଼ିଶା, ବଢ଼ିଲା ଶିଳ୍ପ ବିକାଶର ବିଶ୍ୱାସ July 21, 2026 Newscraft ନିବେଶ କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା ଭୁବନେଶ୍ୱର: ନିବେଶକଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ନୀତି ଆୟୋଗ ପ୍ରଥମ ଥର ପ୍ରକାଶ କରିଥିବା Investment Friendliness Index (IFI) 2026ରେ ଓଡ଼ିଶା…
POLITICS ଦେଶର ଋଣ ବୋଝ 200 ଲକ୍ଷ କୋଟିରୁ ଅଧିକ July 21, 2026 Newscraft ଭୁବନେଶ୍ୱର, ୨୧ ଜୁଲାଇ: ରାଜ୍ୟରେ ଜିଏସଟି (GST) ଆଦାୟ କ୍ଷେତ୍ରରେ ଐତିହାସିକ ସଫଳତା ମିଳିଛି। ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ GST ସଂଗଠନ ୨୦୨୫-୨୬ ଆର୍ଥିକ ବର୍ଷରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ GST ଆଦାୟ କରି…
NATIONAL ଦେଶକୁ ମୋଦୀଙ୍କ ବଡ଼ ଉପହାର; ଭାରତରେ ଆରମ୍ଭ ହେଲା ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ସେବା July 18, 2026 Newscraft ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଯୋଡ଼ା ହେଲା ଆଉ ଏକ ନୂଆ ଅଧ୍ୟାୟ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଜିନ୍ଦ–ସୋନିପତ୍ ରୁଟରେ ସବୁଜ ପତାକା ଦେଖାଇ ଏହି ଐତିହାସିକ ଟ୍ରେନ୍ର ଯାତ୍ରା…
ODISHA CULTURE ରଥଯାତ୍ରା ୨୦୨୬ ପାଇଁ ପ୍ରଶାସନ ପୂରା ପ୍ରସ୍ତୁତ: ସମନ୍ୱୟ ଓ ମନିଟରିଂ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ July 6, 2026 Newscraft ଭୁବନେଶ୍ୱର, ୬ ଜୁଲାଇ: ଆଗାମୀ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସୁରୁଖୁରୁ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ ହଲରେ ଆୟୋଜିତ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ…
TOURISM CULTURE ODISHA ଏଣିକି ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ July 6, 2026 Newscraft ପୁରୀ: ଓଡ଼ିଶାର ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ଶୁଭାରମ୍ଭ କରାଯାଇଛି। ପୁରୀ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…
TOURISM ODISHA ପୁରୀ ରଥଯାତ୍ରା ୨୦୨୬: ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ୪୨ MLD ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ଯାଞ୍ଚ କଲେ ମନ୍ତ୍ରୀ July 6, 2026 Newscraft ପୁରୀ, ୬ ଜୁଲାଇ ୨୦୨୬: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ପୁରୀରେ ବ୍ୟାପକ…
ODISHA ୯ ଜୁଲାଇରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ପ୍ରସ୍ତୁତି ନେଇ ରାଜ୍ୟସ୍ତରୀୟ ସମୀକ୍ଷା July 4, 2026 Newscraft ଭୁବନେଶ୍ୱର, କନକ ବ୍ୟୁରୋ : ଭାରତର ଉପରାଷ୍ଟ୍ରପତିଙ୍କ ୯ ଜୁଲାଇ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ…
ODISHA ରଥଯାତ୍ରା ପାଇଁ ସୁରକ୍ଷା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ; ପୁରୀରେ ମୁତୟନ ହେବେ ୧୨ ହଜାର ପୋଲିସ କର୍ମଚାରୀ July 4, 2026 Newscraft ପୁରୀ/ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୬ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ପୋଲିସ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଛି। ପୁରୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା, ଭିଡ଼ ପରିଚାଳନା, ଟ୍ରାଫିକ ବ୍ୟବସ୍ଥା ଏବଂ ବର୍ଷାଜନିତ ପରିସ୍ଥିତିକୁ ନେଇ…
ODISHA CRIME କଟକରେ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ପୋଲିସ July 4, 2026 Newscraft କଟକ: କଟକର ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (IIC) ବିୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।…