ODISHA ବରମୁଣ୍ଡା ଦୁର୍ଗାପୂଜାରେ କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍ର ଆକର୍ଷଣୀୟ ନୃତ୍ୟ ପରିବେଷଣ October 23, 2026 Newscraft
POLITICS ODISHA ସିଏଜି ରିପୋର୍ଟକୁ ନେଇ ବିଜେଡିକୁ ବିଜେପିର ନିଶାନା; MMDR ଉପରେ ଖୋଲା ବିତର୍କ ପାଇଁ ଆହ୍ୱାନ September 30, 2026 Newscraft
SPORTS ODISHA ବାରବାଟୀରେ ଆଜି ଟି-୨୦ ଲିଗ୍ ଫାଇନାଲ୍: ଟ୍ରଫି ପାଇଁ କେନ୍ଦୁଝର-ସମ୍ବଲପୁର ଲଢ଼େଇ September 30, 2026 Newscraft
ODISHA ବରମୁଣ୍ଡା ଦୁର୍ଗାପୂଜାରେ କଳିଙ୍ଗାୟନ ତୌର୍ଯ୍ୟତ୍ରିକମ୍ର ଆକର୍ଷଣୀୟ ନୃତ୍ୟ ପରିବେଷଣ October 23, 2026 Newscraft
POLITICS ODISHA ସିଏଜି ରିପୋର୍ଟକୁ ନେଇ ବିଜେଡିକୁ ବିଜେପିର ନିଶାନା; MMDR ଉପରେ ଖୋଲା ବିତର୍କ ପାଇଁ ଆହ୍ୱାନ September 30, 2026 Newscraft
ODISHA ବଢ଼ୁଛି ବାତ୍ୟା ଆଶଙ୍କା May 10, 2026 Newscraft ଦକ୍ଷିଣ ଆଣାମାନ ସାଗରରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ସକ୍ରିୟ ହେବା ପରେ ବାତ୍ୟାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଅନ୍ୟପଟେ କାଳବୈଶାଖୀ ଡରଉଛି । ଆସନ୍ତା ୧୩ ତାରିଖ ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ…
CRIME ODISHA ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ May 10, 2026 Newscraft ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟଏଥିସହ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପାଇଁ ବଢ଼ିଲା ଆଶା ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନଏଫପିଏ) ଦ୍ୱାରା ମିଳିତ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ ଯୋଗ ଦେଇ…
POLITICS CRIME ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭକ୍ତ May 10, 2026 Newscraft ଯାହା ହେଉ ମୁଖ୍ୟମନ୍ତ୍ରୀ ବାଲିଅନ୍ତା ଘଟଣାର ସମୀକ୍ଷା କଲେ। ଆଜି ପର୍ଯ୍ୟନ୍ତ ଏତେ କଥା ହେଲାଣି ହେଲେ କୋଉ ଘଟଣାରେ ନ୍ୟାୟ ମିଳିପାରି ନାହିଁ। ବଳଙ୍ଗା ଘଟଣାରେ ସେ ଝିଅକୁ ଦୋଷ ଦେଇ ଦିଆ ଗଲ। ସରକାରର କଣ୍ଟ୍ରୋଲ ବାହାରେ କାହିଁକି…
CRIME ODISHA ମେ ପାଲଟିଲା ମରଣ ମାସ May 10, 2026 Newscraft ୨ ତାରିଖରେ କଣାସ୫ ତାରିଖରେ ହିଂଜିଳି୭ ତାରିଖରେ ବାଲିଅନ୍ତା ଓ ୮ ତାରିଖରେ ବାଲିପାଟଣାସପ୍ତାହକ ଭିତରେ ଘଟିଲାଣି ବଡ଼ ବଡ଼ କାଣ୍ଡ କାରନାମା । ସରକାରଙ୍କୁ ଜାତୀୟ ସ୍ତରରେ ନିନ୍ଦା ଦେବା ଭଳି ଏମିତି ଘଟଣା ଘଟିଛି ଯାହାକୁ ନେଇ ଆଇନ…
CRIME ODISHA ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ May 9, 2026 Newscraft ବାଲିଅନ୍ତା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ l କଲିକତାରୁ ଫେରିଲା ପରେ ଉଚ୍ଚସ୍ତରୀୟ ବୈଠକ ଡ଼ାକି ବର୍ଷିଲେ ମୁଖ୍ୟମନ୍ତ୍ରୀ l ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା…
ODISHA POLITICS ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍ !, ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ହୋଇଛି ପୂର୍ତ୍ତ ବିଭାଗ May 9, 2026 Newscraft ରାଜଧାନୀ ଭୁବନେଶ୍ୱରର ଓଲ୍ଡ ଏୟାରପୋର୍ଟ ରୋଡ୍ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍କୁ ନେଇ ଏବେ ବଡ଼ ପ୍ରଶାସନିକ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି। ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍…
ODISHA CRIME ବ୍ଲାକମେଲ କରୁଥିଲେ IPS, ଏପ୍ରିଲରୁ ବନ୍ଦ ଥିଲା ଦରମା May 8, 2026 Newscraft ସୌମ୍ୟରଞ୍ଜନ ହତ୍ୟାରେ ନୂଆ ଟ୍ଵିଷ୍ଟ ଆଇପିଏସ୍ ଙ୍କ ଘରେ ମାଗଣାରେ ଖଟୁଥିଲେ ସୌମ୍ୟଗଲା ଏପ୍ରିଲରେ ଆଇପିଏସ୍ ଙ୍କ ସହ ହୋଇଥିଲା ବଚସାଏପ୍ରିଲ ମାସରୁ ଦରମା ବନ୍ଦ ଥିଲା ବାଲିଅନ୍ତାରେ ଘଟିଥିବା ହତ୍ୟାକାଣ୍ଡରେ ଆସିଛି ନୂଆ ଟ୍ଵିଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ…
ODISHA ଓଡ଼ିଶାକୁ ଆସିବ ୪୮,୩୩୦ କୋଟି ଟଙ୍କାର ପୁଞ୍ଜି May 7, 2026 Newscraft ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନିଦିନିଆ ଗୁଜରାଟ ଗସ୍ତ ଓଡ଼ିଶାର ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ନୂଆ ଆଶା ସୃଷ୍ଟି କରିଛି। ଗୁଜରାଟରୁ ଫେରିବା ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ ଯେ, ଆଗାମୀ ଦଶ ବର୍ଷ…
CRIME ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କ ହତ୍ୟା ଘଟଣା ଡି.ଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ May 7, 2026 Newscraft ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କ ହତ୍ୟା ଘଟଣା । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଡି.ଜିଙ୍କ ସହ କଥା ହେବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସର୍ବସମ୍ମୁଖରେ ଘଟିଥିବା ଭିଡ଼ ହତ୍ୟା ଘଟଣାର ପୁନରାବୃତ୍ତି…