Tag: NEWSCRAFT

ଏଣିକି ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ

ପୁରୀ: ଓଡ଼ିଶାର ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ଶୁଭାରମ୍ଭ କରାଯାଇଛି। ପୁରୀ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

ପୁରୀ ରଥଯାତ୍ରା ୨୦୨୬: ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ୪୨ MLD ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ଯାଞ୍ଚ କଲେ ମନ୍ତ୍ରୀ

ପୁରୀ, ୬ ଜୁଲାଇ ୨୦୨୬: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ପୁରୀରେ ବ୍ୟାପକ…

ଭତ୍ତାକୁ ନେଇ ଆଶ୍ୱାସନା ଦେଲେ ମନ୍ତ୍ରୀକେବେ ମିଳିବ ଆଶ୍ୱସ୍ତି?

ଭୁବନେଶ୍ୱର: ଦୀର୍ଘ ଦୁଇମାସ ହେଲା ମିଳିନି ଭତ୍ତା, ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବଢ଼ିଲା ଆଶା । ଓଡ଼ିଶାର ବିଭିନ୍ନ ସ୍ଥାନରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ସ୍ୱରୂପ ମିଳୁଥିବା ଭତ୍ତା ଦୀର୍ଘ ଦୁଇମାସ ଧରି ମିଳିନଥିବା…

ଜୁନ୍ ୬ରେ ଦିଲ୍ଲୀରେ ଗର୍ଜିବେ ଯୁବକ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତର ଚଲୋ

ନୂଆଦିଲ୍ଲୀ: ନୀଟ୍ (NEET) ପ୍ରଶ୍ନପତ୍ର ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ବିଭ୍ରାଟକୁ ନେଇ ସାରା ଦେଶରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଆସନ୍ତା ଜୁନ୍ ୬ ତାରିଖରେ ନୂଆଦିଲ୍ଲୀର…

ଓଡ଼ିଶାରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: ବଢ଼ିଲା SC, ST ଓ SEBC ସଂରକ୍ଷଣ

ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମଲେଖା ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିଛନ୍ତି ମୋହନ ମାଝୀ ସରକାର। ଇଞ୍ଜିନିୟରିଂ ଏବଂ ମେଡିକାଲ ପରି ବୈଷୟିକ ପାଠ୍ୟକ୍ରମରେ ଏଣିକି ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ…

ଓଡ଼ିଶାରେ ହଠାତ ଏତିକି ହୋଇଗଲା ସୁନା ଦର ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ସୁନା ଦରରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ବିଶେଷ କରି କେନ୍ଦ୍ର ସରକାର ସୁନା ଅଳଙ୍କାର ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା କିଛି ସାମଗ୍ରୀ (Findings) ଉପରେ ୫% ଆମଦାନୀ ଶୁଳ୍କ ଲାଗୁ କରିବା…

ବ୍ଲାକମେଲ କରୁଥିଲେ IPS, ଏପ୍ରିଲରୁ ବନ୍ଦ ଥିଲା ଦରମା

ସୌମ୍ୟରଞ୍ଜନ ହତ୍ୟାରେ ନୂଆ ଟ୍ଵିଷ୍ଟ ଆଇପିଏସ୍ ଙ୍କ ଘରେ ମାଗଣାରେ ଖଟୁଥିଲେ ସୌମ୍ୟଗଲା ଏପ୍ରିଲରେ ଆଇପିଏସ୍ ଙ୍କ ସହ ହୋଇଥିଲା ବଚସାଏପ୍ରିଲ ମାସରୁ ଦରମା ବନ୍ଦ ଥିଲା ବାଲିଅନ୍ତାରେ ଘଟିଥିବା ହତ୍ୟାକାଣ୍ଡରେ ଆସିଛି ନୂଆ ଟ୍ଵିଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ…

ତାମିଲନାଡୁରେ ମେଣ୍ଟ ସରକାର

ତାମିଲନାଡୁରେ ବିଜୟଙ୍କ ବିଜୟ ପରେ ବଢିଛି ବିଭିନ୍ନ ଚର୍ଚ୍ଚା ଓ ଆଲୋଚନା । ଟିଭିକେକୁ ୧୦୮ ଆସନ ମିଳିବା ପରେ ଏବେ ତାମିଲନାଡ଼ୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି । ବିଜୟଙ୍କୁ ବିପୁଳ ଜନ ସମର୍ଥନ ମିଳିଥିଲସୁଦ୍ଧା ମ୍ୟାଜିକ…

ଅଶାନ୍ତ ହେଲା ପଶ୍ଚିମବଙ୍ଗ, CID ଡିଜି କରୁଛନ୍ତି ତଦନ୍ତ

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟାପଏଣ୍ଟ ବ୍ଲାଙ୍କରୁ ବାଜିଲା ଗୁଳିଅଚାନକ ଆସି ଗୁଳି ଚଳାଇଲେ ଦୁର୍ବୃତ୍ତଘଟଣାସ୍ଥଳରେ ହିଁ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ତଥା ତାଙ୍କ ଘନିଷ୍ଠ ଚନ୍ଦ୍ରନାଥଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଗତ ସୋମବାର ପଶ୍ଚିମବଙ୍ଗ ନିର୍ବାଚନ…

ବଦଳିବେ ଓଡିଶାର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ଗିରିଶ ମୂର୍ମୁ

ଗିରିଶ ମୂର୍ମୁଙ୍କୁ ନେଉ ବଢିଲା ଚର୍ଚ୍ଚା ବଦଳି ପାରନ୍ତି ମୋହନ ମାଝୀ ସରକାର । ତାଙ୍କ ଯାଗା ନେଇ ପାରନ୍ତି ଗିରିଶ ମୁର୍ମୁ । ରାଜ୍ୟରେ ପୁଣି ଏକ ବଡ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କେବଳ ମନ୍ତ୍ରୀ ମଣ୍ଡଳ…