ODISHA ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ପାଣ୍ଠି, ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ କରିବେ ସରକାର July 3, 2026 Newscraft ଭୁବନେଶ୍ୱର, ୩ ଜୁଲାଇ: ରାଜ୍ୟରେ ଲଗାଣ ବର୍ଷା, ସହରାଞ୍ଚଳରେ ଜଳବନ୍ଦୀ, ସୁନାମି ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘମିଆଦି ରଣନୀତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏନେଇ ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…
ODISHA ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ୧୦ ଆଇଏଏସ୍ ଅଧିକାରୀ ପର୍ଯ୍ୟବେକ୍ଷକ, ଜୁଲାଇ ୫ରେ ଆସିବ ଚିଠା ତାଲିକା July 3, 2026 Newscraft ଭୁବନେଶ୍ୱର, ୩ ଜୁଲାଇ: ଓଡ଼ିଶାରେ ୨୦୨୬ ମସିହାର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ୧୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ‘ଇଲେକ୍ଟୋରାଲ୍ ରୋଲ୍ ଅବଜର୍ଭର’ ଭାବେ…
ODISHA ଓଡ଼ିଶାରେ ଗ୍ରୀନ୍ ଏନର୍ଜି କ୍ଷେତ୍ରକୁ ବଡ଼ ଉତ୍ସାହ; ଜାପାନୀ କମ୍ପାନୀଙ୍କ ୬୭ ହଜାର କୋଟି ଟଙ୍କାର ନିବେଶ ଯୋଜନା July 3, 2026 Newscraft ଭୁବନେଶ୍ୱର, ୩ ଜୁଲାଇ: ଓଡ଼ିଶାକୁ ସ୍ୱଚ୍ଛ ଶକ୍ତି ଓ ସବୁଜ ଶିଳ୍ପର ଅନ୍ତର୍ଜାତୀୟ କେନ୍ଦ୍ରରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜାପାନର ଅଗ୍ରଣୀ ଶିଳ୍ପ ସଂସ୍ଥା ACME Group ଓ IHI Corporation…
ODISHA ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାର ସକ୍ରିୟ, ୩ ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ଗଠନ June 17, 2026 Newscraft ଭୁବନେଶ୍ୱର, ୧୭ ଜୁନ: ରାଜ୍ୟର ସ୍କୁଲ୍ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ବିଭିନ୍ନ ତ୍ରୁଟିକୁ ନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ…
POLITICS ODISHA ନୂତନ ପାଠ୍ୟପୁସ୍ତକରେ ବହୁ ତ୍ରୁଟି ନେଇ ସରକାରଙ୍କୁ ବିଜେଡିର ଟାର୍ଗେଟ June 17, 2026 Newscraft ରାଜ୍ୟରେ ନୂତନ ଶିକ୍ଷା ନୀତି ଆଧାରିତ ଭାବେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମାଧ୍ୟମ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଥିବା ଅଭିଯୋଗ କରି ବିଜେଡି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛି। ଦଳର କହିବା ଅନୁସାରେ, ଏହି…
ODISHA ଭତ୍ତାକୁ ନେଇ ଆଶ୍ୱାସନା ଦେଲେ ମନ୍ତ୍ରୀକେବେ ମିଳିବ ଆଶ୍ୱସ୍ତି? June 3, 2026 Newscraft ଭୁବନେଶ୍ୱର: ଦୀର୍ଘ ଦୁଇମାସ ହେଲା ମିଳିନି ଭତ୍ତା, ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବଢ଼ିଲା ଆଶା । ଓଡ଼ିଶାର ବିଭିନ୍ନ ସ୍ଥାନରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ସ୍ୱରୂପ ମିଳୁଥିବା ଭତ୍ତା ଦୀର୍ଘ ଦୁଇମାସ ଧରି ମିଳିନଥିବା…
EDUCATION ODISHA ଓଡ଼ିଶାରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: ବଢ଼ିଲା SC, ST ଓ SEBC ସଂରକ୍ଷଣ June 3, 2026 Newscraft ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମଲେଖା ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିଛନ୍ତି ମୋହନ ମାଝୀ ସରକାର। ଇଞ୍ଜିନିୟରିଂ ଏବଂ ମେଡିକାଲ ପରି ବୈଷୟିକ ପାଠ୍ୟକ୍ରମରେ ଏଣିକି ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ…
ODISHA NATIONAL ଓଡ଼ିଶାରେ ହଠାତ ଏତିକି ହୋଇଗଲା ସୁନା ଦର । May 13, 2026 Newscraft ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ସୁନା ଦରରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ବିଶେଷ କରି କେନ୍ଦ୍ର ସରକାର ସୁନା ଅଳଙ୍କାର ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା କିଛି ସାମଗ୍ରୀ (Findings) ଉପରେ ୫% ଆମଦାନୀ ଶୁଳ୍କ ଲାଗୁ କରିବା…
CRIME ODISHA ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ May 10, 2026 Newscraft ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟଏଥିସହ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପାଇଁ ବଢ଼ିଲା ଆଶା ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନଏଫପିଏ) ଦ୍ୱାରା ମିଳିତ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ ଯୋଗ ଦେଇ…
CRIME ODISHA ମେ ପାଲଟିଲା ମରଣ ମାସ May 10, 2026 Newscraft ୨ ତାରିଖରେ କଣାସ୫ ତାରିଖରେ ହିଂଜିଳି୭ ତାରିଖରେ ବାଲିଅନ୍ତା ଓ ୮ ତାରିଖରେ ବାଲିପାଟଣାସପ୍ତାହକ ଭିତରେ ଘଟିଲାଣି ବଡ଼ ବଡ଼ କାଣ୍ଡ କାରନାମା । ସରକାରଙ୍କୁ ଜାତୀୟ ସ୍ତରରେ ନିନ୍ଦା ଦେବା ଭଳି ଏମିତି ଘଟଣା ଘଟିଛି ଯାହାକୁ ନେଇ ଆଇନ…