ODISHA CRIME ବ୍ଲାକମେଲ କରୁଥିଲେ IPS, ଏପ୍ରିଲରୁ ବନ୍ଦ ଥିଲା ଦରମା May 8, 2026 Newscraft ସୌମ୍ୟରଞ୍ଜନ ହତ୍ୟାରେ ନୂଆ ଟ୍ଵିଷ୍ଟ ଆଇପିଏସ୍ ଙ୍କ ଘରେ ମାଗଣାରେ ଖଟୁଥିଲେ ସୌମ୍ୟଗଲା ଏପ୍ରିଲରେ ଆଇପିଏସ୍ ଙ୍କ ସହ ହୋଇଥିଲା ବଚସାଏପ୍ରିଲ ମାସରୁ ଦରମା ବନ୍ଦ ଥିଲା ବାଲିଅନ୍ତାରେ ଘଟିଥିବା ହତ୍ୟାକାଣ୍ଡରେ ଆସିଛି ନୂଆ ଟ୍ଵିଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ…
CRIME ବାଡେଇ ବାଡେଇ ଯୁବକଙ୍କୁ ମାରିଦେଲେ ଲୋକ May 7, 2026 Newscraft ରାଜଧାନୀରେ ବର୍ବର କାଣ୍ଡବାଡେଇ ବାଡେଇ ଯୁବକଙ୍କୁ ମାରିଦେଲେ ଲୋକପୁଲିସର ଉପସ୍ଥିତିରେ ଘଟିଲା ଏଭଳି ନାରକୀୟ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଂଚଳରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯାଇଛି । ଯାହା କମିସନେରେଟ ପୁଲିସର…
POLITICS ODISHA ବଦଳିବେ ଓଡିଶାର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ଗିରିଶ ମୂର୍ମୁ May 5, 2026 Newscraft ଗିରିଶ ମୂର୍ମୁଙ୍କୁ ନେଉ ବଢିଲା ଚର୍ଚ୍ଚା ବଦଳି ପାରନ୍ତି ମୋହନ ମାଝୀ ସରକାର । ତାଙ୍କ ଯାଗା ନେଇ ପାରନ୍ତି ଗିରିଶ ମୁର୍ମୁ । ରାଜ୍ୟରେ ପୁଣି ଏକ ବଡ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କେବଳ ମନ୍ତ୍ରୀ ମଣ୍ଡଳ…
ODISHA ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ May 4, 2026 Newscraft ‘ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ’ (OPTCL) ପକ୍ଷରୁ ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟର (PTC) ଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀ ଉଦଘାଟନ ହୋଇଛି। ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ…
NATIONAL POLITICS ବିଜେପି ଉପରେ ରାଗିଗଲେ ମମତା, ସନ୍ଧ୍ୟା ଯାଏଁ ଅପେକ୍ଷା କରିବାକୁ ଦେଲେ ଚେତାବନୀ May 4, 2026 Newscraft ଭୋଟ ଲୁଟ କରିଛି ବିଜେପି ସେଣ୍ଟ୍ରାଲ ଫୋର୍ସ ଲଗାଇ କରିଛି ଅତ୍ୟାଚାର ବେଙ୍ଗଲ ଜିତିବାକୁ ନେଇ ଏକ ଭିଡିଓ କରି ବିଜେପି ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ । ବିଜେପି ଭୋଟ ଲୁଟ କରିଥିବା ନେଇ କହିଛନ୍ତି ଦିଦି । ପଶ୍ଚିମବଙ୍ଗ…
EDUCATION ODISHA ଜାତୀୟ ହାରକୁ ଟପିବ ଓଡ଼ିଶାର ଶିକ୍ଷା ନାମଲେଖା May 4, 2026 Newscraft ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଯୋଗଦେଲେ ମୁଖ୍ୟମନ୍ତ୍ରୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ‘ଶକ୍ତିଶ୍ରୀ’ ଆପ୍ ଜାତୀୟ ହାରକୁ ଟପିବ ଓଡ଼ିଶାର ଶିକ୍ଷା ନାମଲେଖା (GER)…
ODISHA ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ହେବ କେନ୍ଦୁଝର April 28, 2026 Newscraft କେନ୍ଦୁଝର ଉଚ୍ଚବାଲି ଠାରେ ୧୬୪୭ କୋଟିର ଗ୍ରୀଡ୍ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ୭ ଲକ୍ଷରୁ ଅଧିକ ଉପଭୋକ୍ତା ପାଇବେ ନିରବଚ୍ଛିନ୍ନ ବିଦ୍ୟୁତ୍ ଓଡ଼ିଶାରେ “ଆଧୁନିକ ଶକ୍ତି ନବଜାଗରଣ”, ୨୦୩୬ ସୁଦ୍ଧା ରାଜ୍ୟରେ ନିର୍ମିତ ହେବ ଆହୁରି ୩୪ଟି ନୂଆ ଗ୍ରୀଡ୍…
ODISHA ଓଡ଼ିଶାରେ ଜାପାନ କରିବ ୧୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ April 25, 2026 Newscraft ବିକଶିତ ହେବ ‘ସମ୍ବଲପୁର ଗ୍ରୋଥ୍ କରିଡର’; ସାମିଲ ହେବେ ରାଉରକେଲା, ଝାରସୁଗୁଡ଼ା, ବରଗଡ଼ ଓ ଦେବଗଡ଼; ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ସହ ସୃଷ୍ଟି ହେବ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ । JSW ଓ ଜାପାନର JFE…
ODISHA ତିଆରି ହେବ ନୂଆ ବ୍ରିଜ୍, ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ April 23, 2026 Newscraft କାଠଯୋଡି ନଦୀ ଉପରେ ତିଆରି ହେବ ନୂଆ ବ୍ରିଜ୍। ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ । କ୍ୟାବିନେଟ ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କାଠଯୋଡ଼ି ନଦୀ…
ODISHA ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ନାଁ April 23, 2026 Newscraft ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ନାଁ । ରାଜ୍ୟର ବିଭିନ୍ନ ଅଞ୍ଚଳର ନାଁକୁ ନେଇ ଇଂରାଜୀ ବନାନ ସଂଶୋଧନ ପ୍ରସଙ୍ଗକୁ ନେଇ ଚିନ୍ତା କଲେ ରାଜ୍ୟ ସରକାର । ପ୍ରସ୍ତାବିତ ନାଁ ସମ୍ପର୍କରେ ମତାମତ ପାଇଁ କଲେ ଆହ୍ବାନ। ଜନପ୍ରତିନିଧି ଏବଂ…