EDUCATION ODISHA ଓଡ଼ିଶାରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: ବଢ଼ିଲା SC, ST ଓ SEBC ସଂରକ୍ଷଣ June 3, 2026 Newscraft ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମଲେଖା ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିଛନ୍ତି ମୋହନ ମାଝୀ ସରକାର। ଇଞ୍ଜିନିୟରିଂ ଏବଂ ମେଡିକାଲ ପରି ବୈଷୟିକ ପାଠ୍ୟକ୍ରମରେ ଏଣିକି ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ…
ODISHA NATIONAL ଓଡ଼ିଶାରେ ହଠାତ ଏତିକି ହୋଇଗଲା ସୁନା ଦର । May 13, 2026 Newscraft ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ସୁନା ଦରରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ବିଶେଷ କରି କେନ୍ଦ୍ର ସରକାର ସୁନା ଅଳଙ୍କାର ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା କିଛି ସାମଗ୍ରୀ (Findings) ଉପରେ ୫% ଆମଦାନୀ ଶୁଳ୍କ ଲାଗୁ କରିବା…
CRIME ODISHA ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ May 10, 2026 Newscraft ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟଏଥିସହ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପାଇଁ ବଢ଼ିଲା ଆଶା ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନଏଫପିଏ) ଦ୍ୱାରା ମିଳିତ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ ଯୋଗ ଦେଇ…
CRIME ODISHA ମେ ପାଲଟିଲା ମରଣ ମାସ May 10, 2026 Newscraft ୨ ତାରିଖରେ କଣାସ୫ ତାରିଖରେ ହିଂଜିଳି୭ ତାରିଖରେ ବାଲିଅନ୍ତା ଓ ୮ ତାରିଖରେ ବାଲିପାଟଣାସପ୍ତାହକ ଭିତରେ ଘଟିଲାଣି ବଡ଼ ବଡ଼ କାଣ୍ଡ କାରନାମା । ସରକାରଙ୍କୁ ଜାତୀୟ ସ୍ତରରେ ନିନ୍ଦା ଦେବା ଭଳି ଏମିତି ଘଟଣା ଘଟିଛି ଯାହାକୁ ନେଇ ଆଇନ…
ODISHA CRIME ବ୍ଲାକମେଲ କରୁଥିଲେ IPS, ଏପ୍ରିଲରୁ ବନ୍ଦ ଥିଲା ଦରମା May 8, 2026 Newscraft ସୌମ୍ୟରଞ୍ଜନ ହତ୍ୟାରେ ନୂଆ ଟ୍ଵିଷ୍ଟ ଆଇପିଏସ୍ ଙ୍କ ଘରେ ମାଗଣାରେ ଖଟୁଥିଲେ ସୌମ୍ୟଗଲା ଏପ୍ରିଲରେ ଆଇପିଏସ୍ ଙ୍କ ସହ ହୋଇଥିଲା ବଚସାଏପ୍ରିଲ ମାସରୁ ଦରମା ବନ୍ଦ ଥିଲା ବାଲିଅନ୍ତାରେ ଘଟିଥିବା ହତ୍ୟାକାଣ୍ଡରେ ଆସିଛି ନୂଆ ଟ୍ଵିଷ୍ଟ । ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ…
CRIME ବାଡେଇ ବାଡେଇ ଯୁବକଙ୍କୁ ମାରିଦେଲେ ଲୋକ May 7, 2026 Newscraft ରାଜଧାନୀରେ ବର୍ବର କାଣ୍ଡବାଡେଇ ବାଡେଇ ଯୁବକଙ୍କୁ ମାରିଦେଲେ ଲୋକପୁଲିସର ଉପସ୍ଥିତିରେ ଘଟିଲା ଏଭଳି ନାରକୀୟ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଂଚଳରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯାଇଛି । ଯାହା କମିସନେରେଟ ପୁଲିସର…
POLITICS ODISHA ବଦଳିବେ ଓଡିଶାର ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ଗିରିଶ ମୂର୍ମୁ May 5, 2026 Newscraft ଗିରିଶ ମୂର୍ମୁଙ୍କୁ ନେଉ ବଢିଲା ଚର୍ଚ୍ଚା ବଦଳି ପାରନ୍ତି ମୋହନ ମାଝୀ ସରକାର । ତାଙ୍କ ଯାଗା ନେଇ ପାରନ୍ତି ଗିରିଶ ମୁର୍ମୁ । ରାଜ୍ୟରେ ପୁଣି ଏକ ବଡ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କେବଳ ମନ୍ତ୍ରୀ ମଣ୍ଡଳ…
ODISHA ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ May 4, 2026 Newscraft ‘ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ’ (OPTCL) ପକ୍ଷରୁ ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟର (PTC) ଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀ ଉଦଘାଟନ ହୋଇଛି। ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ…
NATIONAL POLITICS ବିଜେପି ଉପରେ ରାଗିଗଲେ ମମତା, ସନ୍ଧ୍ୟା ଯାଏଁ ଅପେକ୍ଷା କରିବାକୁ ଦେଲେ ଚେତାବନୀ May 4, 2026 Newscraft ଭୋଟ ଲୁଟ କରିଛି ବିଜେପି ସେଣ୍ଟ୍ରାଲ ଫୋର୍ସ ଲଗାଇ କରିଛି ଅତ୍ୟାଚାର ବେଙ୍ଗଲ ଜିତିବାକୁ ନେଇ ଏକ ଭିଡିଓ କରି ବିଜେପି ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ । ବିଜେପି ଭୋଟ ଲୁଟ କରିଥିବା ନେଇ କହିଛନ୍ତି ଦିଦି । ପଶ୍ଚିମବଙ୍ଗ…
EDUCATION ODISHA ଜାତୀୟ ହାରକୁ ଟପିବ ଓଡ଼ିଶାର ଶିକ୍ଷା ନାମଲେଖା May 4, 2026 Newscraft ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା ଯୋଗଦେଲେ ମୁଖ୍ୟମନ୍ତ୍ରୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ‘ଶକ୍ତିଶ୍ରୀ’ ଆପ୍ ଜାତୀୟ ହାରକୁ ଟପିବ ଓଡ଼ିଶାର ଶିକ୍ଷା ନାମଲେଖା (GER)…